ଆଜିବି ଅନୁଭବ ଙ୍କ କଥା ମନେ ପକେଇ ମା ଙ୍କ ପାଖରେ, ଘୁମୁରି ଘୁମୁରି କାନ୍ଦୁଛନ୍ତି ବର୍ଷା, ହେଲେ ଅନୁଭବ ଆଉ ଫେରିବେନି

 
ନମସ୍କାର ପାଠକ ବନ୍ଧୁ।ପୁଣି ଥରେ ଚର୍ଚ୍ଚା କୁ ଆସିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।ବନ୍ଧୁଗଣ ଆପଣ ମାନେ ସମସ୍ତେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ଜଣେ ସମାଜ ସେବୀ ହେବା ସହିତ ଜଣେ ଓଲିଉଡ ର ଆଗ ଧାଡ଼ି ର ଅଭିନେତ୍ରୀ।ଏହି ଅଭିନେତ୍ରୀ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ରେ ରହୁଛନ୍ତି।
ସ୍ଵାମୀ ଅନୁଭବ ମହାନ୍ତି ଙ୍କ ଠାରୁ ଛାଡ ପତ୍ର ନେବା ମାମଲା ରେ ସେ ଚର୍ଚ୍ଚା ରେ ଥିଲେ।ଏବେ ସେ ସେ ସବୁ କଥା ମନେ ପକାଇ ଅସୁସ୍ଥ ଅଛନ୍ତି।ତାଙ୍କ ର ଏହି ଅବସ୍ଥା କୁ ଦେଖି ତାଙ୍କ ମା ଭୋ ଭୋ କରି କାନ୍ଦୁଛନ୍ତି।ଯାହାକୁ ଦିନେ ଖୁସି ରେ ଶାଶୁ ଘର କୁ ପଠାଇ ଥିଲେ।
ଶେଷ ରେ ତାଙ୍କୁ ଏପରି ଅବସ୍ଥା ରେ ଦେଖି ସହି ପାରି ନାହାନ୍ତି ମା।ଆଜି ଆମେ ସେହି ବର୍ଷା ପ୍ରିୟଦର୍ଶିନୀ ଙ୍କ ବିଷୟ ରେ କହିବାକୁ ଯାଉଛୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଗତ ୨୦୧୪ ମସିହା ରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିବାହ ହୋଇ ଥିଲା।
ଏହି ବିବାହ ବେଶୀ ଦିନ ତିଷ୍ଠି ରହି ପାରି ନ ଥିଲା।କଟକ ହାଇ କୋର୍ଟ ନିକଟରେ ସେମାନଙ୍କ ଛାଡ ପତ୍ର ମାମଲା କୁ ମଞ୍ଜୁର ଦେଇ ଦେଇଛନ୍ତି।ଏଥିରେ ଅନୁଭବ ମହାନ୍ତି ବହୁତ ଖୁସି ଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ ନିଜ କଷ୍ଟ କୁ ସହି ପାରି ନାହାଁନ୍ତି।ଏବେ ତାଙ୍କ ଦେହ ଅସୁସ୍ଥ ଅଛି।
ସେ ଅନୁଭବ ଙ୍କୁ ବହୁତ ଭଲ ପାଆନ୍ତି।ଦିନ ରାତି ସେ ଏବେ ଅନୁଭବ ଙ୍କ କଥା ଭାବୁଛନ୍ତି।ଉଭୟ ପରସ୍ପର ସହିତ ମିଶି ଯାଆନ୍ତୁ ବୋଲି ତାଙ୍କ ପରିବାର ଲୋକେ ଚାହୁଁ ଥିଲେ।ସେଥିପାଇଁ ବର୍ଷା ଙ୍କ ମା ବହୁତ ଠାକୁରଙ୍କ ପାଖରେ ପୂଜା କରି ଥିଲେ।
ହେଲେ ତାଙ୍କ ପୂଜା ସଫଳ ହେଲା ନାହିଁ।ଶେଷ ରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ସବୁଦିନ ପାଇଁ ପରସ୍ପର ଠାରୁ ଦୂରେଇ ବାକୁ ଯାଉଛନ୍ତି।ଝିଅ ର ଏଭଳି ସ୍ଥିତି ଦେଖି ମା ମଧ୍ୟ କୋହ ସମ୍ଭାଳି ପାରି ନାହାନ୍ତି।ଆଜି ତାଙ୍କ ଦୁଃଖକୁ ଦେଖି କେହି ହେଲେ ବି ସହି ପାରି ନାହାଁନ୍ତି।
ଅନୁଭବ ହିଁ ହେଉଛନ୍ତି ବର୍ଷା ଙ୍କ ର ପ୍ରକୃତ ଔଷଧ।ତାଙ୍କ ବିନା ବର୍ଷା ଙ୍କ ଜୀବନ କିଛି ବି ନାହିଁ।ଏବେ ବର୍ଷା ପ୍ରିୟଦର୍ଶିନୀ ଙ୍କ ଦେହ ଅସୁସ୍ଥ ରହିଛି।ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଯିବେ।ଯାହାକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।
ସୂଚନା ଅନୁସାରେ ବର୍ଷା ପ୍ରିୟଦର୍ଶିନୀ ଖୁବ୍ ଶୀଘ୍ର ଅନୁଭବ ମହାନ୍ତି ଙ୍କ ଠାରୁ ଅଲଗା ହେବାକୁ ଯାଇଛନ୍ତି।କଟକ ହାଇ କୋର୍ଟ ସେମାନଙ୍କ ଛାଡ ପତ୍ର ମାମଲା କୁ ମଞ୍ଜୁର କରି ଦେଇଛନ୍ତି।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।