କେମିତି ହେଲା ଏମିତି ସମ୍ଭବ ଯିଏ ଦେଖୁଛି ଦେଖି ହେଉଛି ଆଶ୍ଚର୍ଯ୍ୟ ଦେଖନ୍ତୁ ୬୧୦ କିଲୋରୁ ବ୍ୟକ୍ତି ହେଲେ ୬୩ କିଲୋ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ତାଙ୍କ ଶରୀର ଅଳ୍ପ ମୋଟା ହୋଇଗଲେ ସେମାନେ ପତଳା ହେବାକୁ ଚେଷ୍ଟା କରନ୍ତି କିନ୍ତୁ ଏବେ ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । 
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏବେ ଦୁନିଆର ସବୁଠାରୁ ଓଜନ ଜୀବିତ ମଣିଷ ବିଷୟରେ ଜାଣିପାରିବେ । ଏହି ବ୍ୟକ୍ତି ଜଣକର ଓଜନ ଥିଲା ୬୧୦ କେଜି । ଆଉ ଏବେ ଏହି ବ୍ୟକ୍ତି ଜଣକର ଓଜନ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ବ୍ୟକ୍ତି ଜଣଙ୍କର ଓଜନ ୬୩ କେଜି ହୋଇଯାଇଛି । ଆପଣମାନେ ଏହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ବ୍ୟକ୍ତି ଜଣଙ୍କର ଓଜନ ଏତେ କିଭଳି କମିଲା । ଯେଉଁ ବ୍ୟକ୍ତିଙ୍କ ଓଜନ ୬୧୦ କେଜି ଥିଲା ସେ ଆଜି ୬୩ କେଜି ହୋଇ ଯାଇଛନ୍ତି । 
ଏବେ ଏହି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଅଟେ । ମାତ୍ର ୬ ମାସ ଭିତରେ ବ୍ୟକ୍ତି ଜଣକ ତାଙ୍କ ଓଜନ କମାଇଛନ୍ତି । ମାତ୍ର ୬ ମାସରେ ଚମତ୍କାର କରିଛନ୍ତି ଏହି ବ୍ୟକ୍ତି ଜଣକ । କେମିତି କମ୍ ହେଲା ୫୪୭ କେଜି । ଆଜିକାଲି ଦୁନିଆରେ ୧ କେଜି ଓଜନ କମାଇବାକୁ ଲୋକମାନେ ଅନେକ ଚେଷ୍ଟା ସହ ପରିଶ୍ରମ କରୁଛନ୍ତି । ତାହେଲେ ଏହି ବ୍ୟକ୍ତି ଜଣକ କେତେ ଯେ ପରିଶ୍ରମ କରିଛନ୍ତି ତାହା ଆପଣମାନେ ଭାବନ୍ତୁ । ଏହି ବ୍ୟକ୍ତି ଜଣକ ଏଭଳି କାମ କରିଛନ୍ତି ଆଉ ଏହାକୁ ନେଇ ଏବେ ଚକିତ ହୋଇ ଯାଇଛନ୍ତି ସମସ୍ତେ । 
ସାଉଦି ଆରବ ରାଷ୍ଟ୍ରର ରାଜ ରାଜନ୍ ନିବାସୀ ମୁଶେନଙ୍କ ଓଜନ ୬୧୦ କେଜି ରହିଥିଲା । ଆଉ ଏବେ ସେ ୫୪୭ କେଜି ଓଜନ ହ୍ରାସ କରି ହୋଇଛନ୍ତି ୬୩ କେଜି । ମୁଶେନ ଏତେ ଓଜନ ଥିଲେ ଯେ ସେ ଖଟରୁ ଗଳି ପଡୁଥିଲେ । ଆଉ ଏବେ ସେ ତାଙ୍କର ଓଜନ ହ୍ରାସ କରି ଦେଇଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ତାଙ୍କର ଅବସ୍ଥା ଦେଖି ଜଣେ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିଥିଲେ । ୨୦୨୩ ବେଳକୁ ୬୩ କେଜି ଓଜନର ସେ ହୋଇ ଯାଇଥିଲେ । ଏବେ ଏହି ବ୍ୟକ୍ତି ଜଣଙ୍କୁ ନେଇ ସବୁଠି ଚର୍ଚ୍ଚା ହେଉଛି । 
ଦ୍ରୁତଗତିରେ ଓଜନ ହ୍ରାସ କରିବା ପାଇଁ ଗ୍ୟାଷ୍ଟ୍ରିକ ବାଇପାସ୍ ସର୍ଜରୀ କରାଯାଇଥାଏ । ଆଉ ଏହି ସର୍ଜରୀ ପାଇଁ ଭାରି ମାତ୍ରାରେ ଟଙ୍କା ଲାଗିଥାଏ । ଅନେକ ଟଙ୍କା ଖର୍ଚ୍ଚ କରି ଏହି ଅପରେସନ କରାଯାଇଥାଏ । ଏହି ବ୍ୟକ୍ତି ଜଣକ ଅନେକ ପରିଶ୍ରମ, ଡାଏଟ ଏବଂ ଅନେକ କିଛି କରିବାକୁ ପଡ଼ିଥାଏ । ଏବେ ଏହି ବ୍ୟକ୍ତି ଜଣକ ବେଶ୍ ଖୁସି ଅଛନ୍ତି । ଆଉ ସେ ଖୁସିରେ ଏଭଳି ଏବେ ରହୁଛନ୍ତି । ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଆପଣମାନେ ସାମାନ୍ୟ ଶରୀର ମୋଟାପା କମାଇବାକୁ ଚାହୁଁଥିଲେ ପ୍ରତିଦିନ ବ୍ୟାୟାମ ଆଉ ଡାଏଟ କରିବାକୁ ପଡ଼ିବ ।