ଝିଅର ପିଠିରେ ନଖ ଚିହ୍ନ,ଦେହରୁ ବୋହୁଛି ର-କ୍ତ ଏମିତି ଝିଅ ସହ କଲା କିଏ...?

 
ବର୍ତ୍ତମାନ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି।ଝିଅର ପିଠି ରେ ନଖରେ ରାମ୍ପୁଡ଼ିଲା ଭଳି କଟା ଦାଗ ଅଛି। ଆଉ ଝିଅର ଦେହ ଆଉ ହାତ ରୁ ଧାରଧାର ହେଇ ରକ୍ତ ବାହାରୁଛି। ଯାହାକୁ ନେଇ ଝିଅ ଏବେ ମିଡ଼ିଆ ସାମ୍ନାରେ ମଧ୍ୟ ତାର ମୁହଁ ଖୋଲିଛି। ଝିଅଟି ଘରେ ତାର ବାପା ଓ ମାଆ ନଥିଲେ ଝିଅଟି ଘରେ ଏକୁଟିଆ ଥିଲା। ସେତେବେଳେ ମଧ୍ୟ ଝିଅଟି ଘରକୁ ଜଣେ ଯୁବକ ପଶି ଆସିଥିଲା। ତାହାପରେ ଏମିତି କିଛି ଘଟି ଥିଲା।
ଆଉ ଝିଅ ସହ ଯାହା କିଛି କାଣ୍ଡ ଘଟାଇ ଥିଲା ଏହି ଭିଡିଓ ଦେଖିବା ପରେ ହିଁ ଆପଣ ମାନେ ସ୍ପଷ୍ଟ ଭାବରେ ଜାଣି ପାରିବେ। ଯୁବତୀ ଜଣକ ନାମ ସମ୍ପର୍କରେ ଆମେ ଆପଣଙ୍କୁ କହି ପାରିବୁ ନାହିଁ।ଏହି ଝିଅ ଜଣକ ଘରେ ଏକୁଟିଆ ରହିଥିଲେ। ଯାହାକୁ ନେଇ ଏବେ ଝିଅ ନିଜର ମୁହଁ ଖୋଲିଛି। ସେହି ଗ୍ରାମର ଚନ୍ଦନ ମଲ୍ଲିକ ନାମକ ଏକ ଯୁବକ ଝିଅର ଘର ଭିତରକୁ ପଶି ଯାଇଥିଲା। ଘର ଭିତରେ ପ୍ରଥମେ ଝିଅକୁ ଗାଳି ଗୁଲଜ କରି ଆରମ୍ଭ କରି ଦେଇଥିଲା।
ଏହାପରେ ଝିଅକୁ ଏକ କାଠ ଫାଳିଆ ରେ ଗୋଡେଇ ଗୋଡେଇ ମାରିବାକୁ ଲାଗିଥିଲା।ଏହାପରେ ଝିଅ ଘରକୁ ଆସି ଥରେ ଅଚେତ୍ ହୋଇ ପଡି ଯାଇଥିଲା। ଏହାପରେ ସେଠାରେ ଥିବା ସ୍ଥାନୀୟ ଲୋକମାନେ ମଧ୍ୟ ତାଙ୍କୁ ସାଙ୍ଗେ ସାଙ୍ଗ ହସ୍ପିଟାଲ ନେଇ ଯାଇଥିଲେ। ଯୁବତୀ ଜଣକ ଚନ୍ଦନ ମଲ୍ଲିକ ଙ୍କ ନାମରେ ତାଙ୍କର ଘରେ ପଶି ଆକ୍ରମଣ କରିବା ସହ ତାଙ୍କ ସହ ଦୁର୍ବ୍ୟବହାରର ମଧ୍ୟ ଅଭିଯୋଗ ଆଣିଛନ୍ତି।
ଆଉ ଆକ୍ରମଣରେ ହାତରେ ଓ ପିଠି ରେ ମଧ୍ୟ ଗଭୀର ଭାବରେ ଆଘାତ ଲାଗି ଥିବାର ସେ କହିଥିଲେ। ଏହି ଘଟଣା ଏବେ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ପୋଲିସ ଏବେ ଘଟଣାର ତଦନ୍ତ କରିବା ଆରମ୍ଭ କରି ଦେଇଛି।ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଲା।ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।