ର-କ୍ତ ଯୁଡୁବୁଡୁ ଅବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କୁ କଲେ ଫୋନ୍ ଦେଖନ୍ତୁ ଘଟିଲା କେତେବଡ ଅଘଟଣ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କେହି ବ୍ୟକ୍ତି କିଛି କଥା କହିଛନ୍ତି ଯାହା ଆପଣମାନେ ଜାଣିପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଜଣେ ବ୍ୟକ୍ତି ଯାହାଙ୍କ ପୋଷାକ ରକ୍ତରେ ଭିଜିଛି । ଆଉ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଛନ୍ତି । 
ଆଉ ସେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏଭଳି କଥା କହୁଛନ୍ତି । ସେ ଚିତ୍କାର କରି ମୁଖ୍ୟମନ୍ତ୍ରୀଙ୍କୁ ଆସିବାକୁ କହୁଛନ୍ତି । ଏହାସହ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନ ଆସିବା ପର୍ଯ୍ୟନ୍ତ ବସ ସେଠାରେ ରହିଥିବ । ବିଜେପି କର୍ମୀ ମାରଣାସ୍ତ୍ର ଧରି ଆକ୍ରମଣ କରୁଛନ୍ତି ବୋଲି ଏହି ବ୍ୟକ୍ତି ଜଣକ ଅଭିଯୋଗ ଆଣିଛନ୍ତି । ଏହି ବ୍ୟକ୍ତି ଜଣକ ସମେତ ଆଉ ୬ ଜଣଙ୍କୁ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ବିଜେପି କର୍ମୀ ଏଭଳି ଆକ୍ରମଣ କାହିଁକି କରୁଛନ୍ତି ବୋଲି ପଚାରିଛନ୍ତି ବ୍ୟକ୍ତି ଜଣକ । ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ସେହି ସ୍ଥାନକୁ ଡାକୁଛନ୍ତି ।
ଏଭଳି ଘଟଣା ଦେଖିବାକୁ ମିଳିଛି ବାରିପଦା ବସଷ୍ଟାଣ୍ଡ ପାଖରେ । ଏହି ସ୍ଥାନରେ ୭ ଜଣଙ୍କୁ ବିଜେପି କର୍ମୀ ଆକ୍ରମଣ କରିଛନ୍ତି । ମାରଣାସ୍ତ୍ର ବାଜି ଅନେକ କ୍ଷତି ବି ହୋଇଛି । ସାତ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି । ଏହି ସାତ ଜଣଙ୍କ ଭିତରୁ ଜଣଙ୍କର ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଏହ ଘଟଣା ପରେ ବାରିପଦା ବସ୍ ଅସୋସିଏସନ୍ ଅନିର୍ଦ୍ଧିଷ୍ଟ କାଳ ପାଇଁ ବସ୍ ସେବା ବନ୍ଦ କରିଛନ୍ତି । ଯେଉଁ ବ୍ୟକ୍ତି ଜଣଙ୍କ ଉପରେ ମାଡ ବସିଛି ସେ ଏଭଳି କଥା କହିଛନ୍ତି । ଏବେ ବସ ଅଟକି ଯାଇଛି ।
ବସ୍ ଅଟକି ଯାଇଥିବାରୁ ଲୋକମାନେ ହଇରାଣ ଅସୁବିଧା ହେଉଛନ୍ତି । ପ୍ରତିଦିନ ଦୂର୍ଗା ନାମକ ବସ୍ ବାରିପଦା ଅଭିମୁଖେ ବିଳମ୍ବରେ ଯାଏ । ଆଉ ସେ ରାତିରେ ସେଠାରେ ପହଞ୍ଚିଥାଏ । ଏହି ବସ୍ ମାଲିକ ସମେତ ଆଉ କିଛି ଜଣଙ୍କୁ ଆକ୍ରମଣ କରିଛନ୍ତି । ଖଣ୍ଡା ଧରି ଆସି ସେହି ବ୍ୟକ୍ତିମାନଙ୍କୁ ଆକ୍ରମଣ କରିଦେଲେ ଗୁଣ୍ଡାମାନେ । ଏବେ ଏହି ଘଟଣା ଉଗ୍ର ରୂପ ଧାରଣ କରିଛି । ଆଉ ଏହି ଗୁଣ୍ଡାମାନେ ନିଜକୁ ବିଜେପି କର୍ମୀ ବୋଲି କହିଛନ୍ତି । ଚାରିଜଣ ଆକ୍ରମଣକାରୀଙ୍କୁ ପୋଲିସ ଗିରଫ କରିଛି । ପୋଲିସ ଘଟଣା ସ୍ଥଳରେ ବିଳମ୍ବରେ ପହଞ୍ଚିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।