ଚିକେନ ଖାଉଥିଲେ ସାବଧାନ ଦେଖନ୍ତୁ ମାଡ଼ି ଆସୁଛି ଏହି ଭୟଙ୍କର ରୋଗ ଦେଖନ୍ତୁ Exclusive
Aug 22, 2024, 19:21 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ତେବେ ବନ୍ଧୁଗଣ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ଏବେ ଚିକେନରେ ଆସୁଛି ଭାଇରସ। ଅଜଣା ଭାଇରସ ସଂକ୍ରମିତ ହେବା ଦ୍ୱାରା ପୁରୀ ଜିଲ୍ଲା ପିପିଲିରେ କୁକୁଡ଼ା ଚାଷ ସଙ୍କଟରେ ପଡ଼ିଛି।
ସହ ସହ ବଏଲର କୁକୁଡ଼ା ଫାର୍ମ ଭିତରେ ମରିଯାଉଥିବାରୁ କୁକୁଡ଼ା ଚାଷୀ ମାନଙ୍କ ମୁଣ୍ଡ ଆଉ କାମ କରୁନି। ତେବେ ଏହି ଘଟଣା ପ୍ରଘଟ ହେବା ପରେ ପିପିଲି ଶିଶୁ ଚିକିତ୍ସା ଅଧିକାରୀ ଆଲୋକ ମିଶ୍ର କହିଛନ୍ତି କାହିଁକି ମରୁଛନ୍ତି କୁକୁଡ଼ା। ତେବେ ଅଧିକାରୀ ମାନେ ଆସି ଯାଞ୍ଚ କରୁଛନ୍ତି ଯେ କେଉଁ ରୋଗ ବ୍ୟାପୀଛି ଆଉ କେଉଁ ଭାଇରସ ଏଭଳି ଭାବରେ ବ୍ୟାପୀ ଯାଇଛି ଯେ ସମସ୍ତ କୁକୁଡାଙ୍କ ଜୀବନ ଚାଲି ଯାଉଛି। ଏହା ଜଣାପଡିବା ପରେ ଶୀଘ୍ର ଦିଆଯିବ ଭାଇରସ ପାଇଁ ଟୀକା।
ଆଉ ଗୋଟିଏ ପେଟ ପଶୁ ଚିକିତ୍ସା ଅଧିକାରୀ କହିଛନ୍ତି ଯେ , "ବାହାରେ ମଲା କୁକୁଡ଼ାକୁ ନଫିଙ୍ଗି ଗାତ ଖୋଳି ଚୂନ ପକାଇ ପୋତି ଦେବା ପାଇଁ। ନହେଲେ ଭାଇରସ ଅଧିକ ମାତ୍ରାରେ ବ୍ୟାପି ଯାଇପାରେ"। ତେବେ ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ଯେ, ଏଭଳି ସଂକ୍ରମିତ ହେବା ପରେ କୌଣସି କୁକୁଡ଼ାକୁ ଯଦି କୌଣସି ଅଞ୍ଚଳରେ ଲୋକ ମାନେ ବିକି ଦେଉଥିବେ ତେବେ ସଂକ୍ରମଣ ହେବାର ମଧ୍ୟ ଭୟ ରହିଛି। ତାକୁ ନେଇ ଏବେ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ କୁହାଯାଉଛି।