ଲିପି ମହାପାତ୍ରଙ୍କୁ ବାହା ହେବା କଥା ନେଇ ମୁଁହ ଖୋଲିଲେ ବୁଦ୍ଧାଦିତ୍ୟ ମହାନ୍ତି ଦେଖନ୍ତୁ କଣ କହିଲେ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତା ଆଉ ଅଭିନେତ୍ରୀଙ୍କ ବିଷୟରେ ଆସୁଥିବା ଖବର ସୋସିଆଲ ମିଡ଼ିଆ ଦ୍ଵାରା ଜାଣିପାରିବେ । ଆପଣମାନେ ସମସ୍ତେ ଅଭିନେତା ବୁଦ୍ଧାଦିତ୍ୟଙ୍କୁ ଜାଣିଥିବେ । ଏହି ଅଭିନେତା ଜଣକ ଏବେ କିଛି କଥା କହିଛନ୍ତି । ଏହି ଅଭିନେତା ଜଣକ ଅଭିନେତ୍ରୀ ଲିପିଙ୍କୁ ନେଇ କିଛି କଥା କହିଛନ୍ତି ।
ଅଭିନେତା ବୁଦ୍ଧାଦିତ୍ୟ ଏବଂ ଅଭିନେତ୍ରୀ ଲିପିଙ୍କୁ ନେଇ ଅନେକ ଖବର ଆସିଥାଏ । ସେମାନେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଖବର ଆସୁଛି । ଏବେ ଏହି କଥାକୁ ନେଇ କିଛି କଥା ଆସିଛି । ଅଭିନେତା ବୁଦ୍ଧାଦିତ୍ୟଙ୍କ ଅଭିନୀତ ନୂଆ ଫିଲ୍ମ୍ ଆସିବାକୁ ଯାଉଛି । ଆଉ ସେ ତାଙ୍କ ଫିଲ୍ମକୁ ନେଇ ମଧ୍ୟ କିଛି କଥା କହିଛନ୍ତି । ସେ ଅଭିନେତ୍ରୀ ଦେବଜାନୀଙ୍କ ସହିତ ମିଶି ଫିଲ୍ମ୍ କରିଛନ୍ତି । ଅଭିନେତ୍ରୀ ଦେବଯାନୀ କୋ ଆକ୍ଟର ଭାବରେ ତାଙ୍କ ସହିତ ସେ ପ୍ରଥମ କାମ କରିଛନ୍ତି । ଅଭିନେତ୍ରୀ ଲିପିଙ୍କ ବିଷୟରେ କିଛି କହିଛନ୍ତି ଅଭିନେତା ବୁଦ୍ଧାଦିତ୍ୟ ।
ସେ କହିଛନ୍ତି ସେ କେବେ ଧଳା କୁର୍ତ୍ତା ପିନ୍ଧି ନଥିଲେ ଆଉ ଏବେ ସେ ଧଳା କୁର୍ତ୍ତା ପିନ୍ଧିଛନ୍ତି । ଏବେ ଓଲିଉଡ ଜଗତରେ ଅନେକ ଚର୍ଚ୍ଚା ହେବା ସହ କଣ୍ଟ୍ରୋଭର୍ସି ହେଉଛି ଆଉ ଚର୍ଚ୍ଚା ହେଉଛି କି ଅଭିନେତା ବୁଦ୍ଧାଦିତ୍ୟ ଅଭିନେତ୍ରୀ ଲିପିଙ୍କୁ ବିବାହ କରିବେ । ଆଉ ଏବେ ସେମାନଙ୍କ ବିବାହକୁ ନେଇ ଆସୁଛି କଥା ଆଉ ଏହି କଥାକୁ ନେଇ ବୁଦ୍ଧାଦିତ୍ୟ କହିଛନ୍ତି ସେ ତାଙ୍କୁ ବିବାହ କରନ୍ତୁ କି ନାହିଁ ସେ କେବେବି ତାଙ୍କୁ ଦିଦି ନମ୍ୱର୍ ୧ କହିବେ ନାହିଁ । ସେ କେବେବି ତାଙ୍କୁ ଭୁଲରେ କହିବେ ନାହିଁ । ସେ ଅଭିନେତ୍ରୀ ଲିପିଙ୍କୁ ବାହା ହେବେ କି ନାହିଁ ତାହା ଜଣାପଡ଼ି ନାହିଁ ।
ଅଭିନେତ୍ରୀ ଲିପିଙ୍କ ସହିତ ମଧ୍ୟ ସେ ଅଭିନୟ କରିଛନ୍ତି । ଆଉ ତାଙ୍କର ଅଭିନୟ ଲୋକମାନଙ୍କୁ ବହୁତ ଭଲ ଲାଗିଥାଏ । ଅଭିନୟ କରିବା ସହ ସେମାନେ ଏକାଠି ବୁଲିବାକୁ ଯାଇଥାନ୍ତି । ଅଭିନେତ୍ରୀ ଦେବଯାନୀ ଏବଂ ଅଭିନେତ୍ରୀ ଲିପି ଅଭିନେତା ବୁଦ୍ଧାଦିତ୍ୟଙ୍କ ସହିତ ଏକାଠି ବୁଲି ଥାଆନ୍ତି । ଆଉ ସେମାନେ ଏକାଠି ମଜା ମସ୍ତି ମଧ୍ୟ କରିଥାନ୍ତି । ଏବେ ଅଭିନେତ୍ରୀ ଲିପିଙ୍କୁ ସେ ବିବାହ କରିବେ ନା ନାହିଁ ସେହି ବିଷୟରେ କୌଣସି କଥା କହି ନାହାଁନ୍ତି । ଏବେ ଏହି କଥାକୁ ନେଇ ଚର୍ଚ୍ଚା ହେଉଛି ।