ମୁଁହ ଖୋଲିଲେ ସୁର ରାଉତରାୟ ଦେଖନ୍ତୁ କଣ କହିଲେ ମିଡ଼ିଆ ସାମ୍ନାରେ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ କଂଗ୍ରେସ ନେତା ସୁର ରାଉତରାୟ କିଛି କଥା କହିଛନ୍ତି । ସେ କହିଛନ୍ତି ଅନେକ କିଛି କଥା । ସେ କହିଛନ୍ତି ତାଙ୍କୁ ଯଦି କେହି ଆଟାକ କରେ ସେ ତାର ଜବାବ ଦେଇ ଦିଅନ୍ତି । ତାଙ୍କୁ ସକାଳେ କେହି ଆକ୍ରମଣ କରିଲେ ସେ ସନ୍ଧ୍ୟାରେ ତାର ଜବାବ ଦେବେ ।
ତାଙ୍କୁ ଯଦି ବିଜେପି ମୁଖ୍ୟମନ୍ତ୍ରୀ ଆକ୍ରମଣ କରିବେ ତାହେଲେ ସେ ମଧ୍ୟ ଏହାର ଜବାବ ଦେବେ । ଯଦି ମୁଖ୍ୟମନ୍ତ୍ରୀ ଲୋକ ଲଗାଇ କିଛି କରିବେ ତାହେଲେ ସେ ଏହାର ଜବାବ ଦେବେ । ଚୂନ ବୋଳିଦେବା, ରଙ୍ଗ ନେଇ ମୁହଁରେ ବୋଳିବା, ଏଭଳି ଅନେକ ପ୍ରକାରର କାମ ସେ ପୂର୍ବରୁ ଅନେକ ଥର ଦେଖିଛନ୍ତି । ଆଉ ଅନେକ ଥର ସେ ପୋଡ଼ା ଜଳା ବି ଦେଖିଛନ୍ତି । ଅନେକ ନେତା ମନ୍ତ୍ରୀ ଏଭଳି ଅନେକ କାମର ଶିକାର ହୋଇଛନ୍ତି । ଏହି ନେତା ମନ୍ତ୍ରୀମାନଙ୍କ ସହିତ ଏଭଳି ଘଟଣା ଘଟିଛି ।
୨୦ ଥର ରୁ ଅଧିକ ଥର ସେ ଏଭଳି ଅବସ୍ଥା ଦେଖିଛନ୍ତି । ସେ କଂଗ୍ରେସ ଦଳରେ ୫୨ ବର୍ଷ ହେଲା ରହିଥିଲେ । ଏହି ଭିତରେ ସେ ଅନେକ କିଛି ଦେଖିଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ଲୋକ ଲଗେଇ କିଛି କରିବେ ତାହେଲେ ଏହାର ଜବାବ ସେ ସନ୍ଧ୍ୟା ସୁଦ୍ଧା ଦେବେ ବୋଲି କହିଛନ୍ତି । ସୁର ରାଉତରାୟ କହିଛନ୍ତି ତାଙ୍କ ପାଖରେ ଜନତା ଅଛନ୍ତି । ଆଉ ସେ କାହାକୁ ଡରିବେ ନାହିଁ । ଲୋକମାନଙ୍କ ସହିତ ସେ ଅଛନ୍ତି ଆଉ ସବୁବେଳେ ସେ ଲୋକଙ୍କର ସେବା କରିଥାନ୍ତି । ସେ ଲୋକମାନଙ୍କର ସେବା କରିବେ ସେଥିପାଇଁ କାହାକୁ ଖାତିର କରିବେ ନାହିଁ ।
ଯଦି ତାଙ୍କ ଉପରେ ଆକ୍ରମଣ ହେବ ତାହେଲେ ସେ ସଂଗେସଂଗେ ତାଙ୍କ ଘରକୁ ଯିବେ ଆଉ ଏହା ଉପରେ ଜବାବ ମାଗିବେ । ସେ ସଙ୍ଗେ ସଙ୍ଗେ ଏହାର କାମ କରିବେ । ଆଉ ସେ କେବେ ଆଜି ପର୍ଯ୍ୟନ୍ତ କୋର୍ଟ କଚେରି କି ଥାନାକୁ ଯାଇ ନାହାଁନ୍ତି । ସେ ସବୁ କାମ କରି ଦିଅନ୍ତି । ସେ ନିଜେ ଏହି କାମ କରି ଦେଇଥିବେ । ତାଙ୍କୁ ଆକ୍ରମଣ କରିଲେ ସେ କାହାକୁ ଛାଡିବେ ନାହିଁ । ସୁର ରାଉତରାୟ ସବୁବେଳେ ଲୋକମାନଙ୍କୁ ସାହାଯ୍ୟ କରିଥାନ୍ତି ସେ କେବେବି କାହାର କ୍ଷତି କରନ୍ତି ନାହିଁ । ସେଥିପାଇଁ ସେ କେବେ କାହାକୁ ଡରନ୍ତି ନାହିଁ ।