ଓଡ଼ିଆ ଅସ୍ମିତାକୁ ନେଇ ମୁଁହ ଖୋଲିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦେଖନ୍ତୁ କଣ କହିଲେ ମୁଁହ ଖୋଲି

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ବିଜେପି ଦଳର ନେତା ସୂର୍ଯ୍ୟବଂଶୀ ସୁରଜ କଣ ସବୁ କହୁଛନ୍ତି ତାହା ଜାଣିପାରିବେ । ଆପଣମାନେ ସମସ୍ତେ ତ ବିଜେପି ଦଳର ନେତା ସୂର୍ଯ୍ୟବଂଶୀ ସୁରଜଙ୍କୁ ଜାଣିଥିବେ । କ୍ରୀଡା ମନ୍ତ୍ରୀ ହେଉଛନ୍ତି ସୂର୍ଯ୍ୟବଂଶୀ ସୁରଜ୍ । ସେ ତାଙ୍କ କାମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।
ଏହି ନେତା ଜଣକ ଅନେକ କଥା ମଧ୍ୟ କହିଥାନ୍ତି । ଏହି ନେତା ଜଣକ ଏବେ ଓଡ଼ିଆ ଅସ୍ମିତାଙ୍କୁ ନେଇ କିଛି କଥା କହିଛନ୍ତି । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ଯାହା ରାଜନୀତିକୁ ନେଇ ଆସୁଛି ତାହା ତ ଜାଣିଥିବେ । ଏହି ନେତା ଜଣକ ଏବେ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କିଛି କଥା କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଏବେ ଓଡ଼ିଆ ଅସ୍ମିତାକୁ ନେଇ ଦିଲ୍ଲୀ ଯାଇଛନ୍ତି । ଏବେ ଓଡ଼ିଆ ଅସ୍ମିତାକୁ ନେଇ କ୍ରୀଡା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ କିଛି କଥା କହିଛନ୍ତି । 
 
ସେ କହିଛନ୍ତି, ଓଡ଼ିଆ ଅସ୍ମିତାକୁ ନେଇ ଦିଲ୍ଲୀ ଯିବା ଏବଂ ଏହାକୁ ଭୁବନେଶ୍ଵରରେ ଆସି କହିବା ଏକ ରାଜନୈତିକ ପ୍ରସଙ୍ଗ ହୋଇପାରେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଏଭଳି ପ୍ରସଙ୍ଗ କରିଛନ୍ତି ସେ ଠିକ୍ ସମୟରେ ଠିକ୍ କଥା କହିପାରିବେ । ଏବେ ଓଡ଼ିଶାରେ ବିଜେପି ସରକାର ଶାସନ କରୁଛି ଆଉ ବିଜେପି ସରକାର ଅନେକ କିଛି ପରିବର୍ତ୍ତନ କରିବ ବୋଲି ଆଶା ଅଛି । ଓଡ଼ିଶାରେ ଏବେ ବିଜେପି ସରକାର ଶାସନ କରିବା ପରେ ସମସ୍ତ ମନ୍ତ୍ରୀ କିଛି ନା କିଛି ପରିବର୍ତ୍ତନ କରୁଛନ୍ତି । 
ଏବେ ଏହି ପରିବର୍ତ୍ତନ ଦରକାର । ଏଭଳି ଅନେକ କିଛି କଥା ଅଛି ଯାହା ମୁଖ୍ୟମନ୍ତ୍ରୀ ସାର୍ବଜନୀନ କରିବେ ଏବଂ ଆଉ ଅନେକ କିଛି କଥା ଅଛି ଯାହା ମନ୍ତ୍ରୀ ସାର୍ବଜନୀନ କରିବେ ନାହିଁ । ଏବେ ଓଡ଼ିଆ ଅସ୍ମିତାକୁ ନେଇ ଦିଲ୍ଲୀ ଯିବା ସହ ଏହାକୁ ନେଇ ଭୁବନେଶ୍ଵରରେ କହିବା ବହୁତ ଭଲ ଅଟେ । ଏବେ ଏହାକୁ ନେଇ ଅନେକ ଲୋକ ଫିଡବ୍ୟାକ ଦେଇଛନ୍ତି । ଏହା ରାଜନୈତିକ ପ୍ରସଙ୍ଗ ଅଟେ । ମୁଖ୍ୟମନ୍ତ୍ରୀ କିଛି କଥା ସାର୍ବଜନୀନ କରି ନାହାଁନ୍ତି । ସେ ଠିକ୍ ସମୟରେ ଠିକ୍ କାମ କରିବେ ବୋଲି କହିଛନ୍ତି ।