ଆସିଲା ବହୁତ୍ ବଡ଼ ଗୁରୁତ୍ତ୍ୱପୂର୍ଣ୍ଣ ଖବର ଦେଖନ୍ତୁ କଟିଯିବ ୧୮ କୋଟି ଲୋକଙ୍କ ରାସନ୍ କାର୍ଡ କେବଳ ଏହି ଗୋଟେ କାରଣ ପାଇଁ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ରାସନ୍ କାର୍ଡକୁ ନେଇ ଆସିଲା କିଛି ଖବର । ରାସନ୍ କାର୍ଡଧାରୀଙ୍କ ପାଇଁ ଆସିଲା ବଡ ଖବର । ଏବେ ଏଭଳି କିଛି ସତ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ୧୮ କୋଟି ଲୋକଙ୍କ ରାସନ୍ କାର୍ଡ କଟି ଯାଇପାରେ ବୋଲି ଖବର ଆସିଛି । 
ଏହି ୧୮ କୋଟି ଲୋକଙ୍କୁ କୌଣସି ରାସନ୍ ସାମଗ୍ରୀ ମିଳିବ ନାହିଁ । ରାସନ୍ କାର୍ଡଧାରୀଙ୍କୁ ନେଇ ବଡ ଘୋଷଣା କରିଛନ୍ତି ସରକାର । ରାସନ୍ କାର୍ଡରୁ ଉପଭୋକ୍ତାଙ୍କ ନାଁ କଟିଯିବାର ସମ୍ଭାବନା ରହିଛି । ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଅନୁଯାୟୀ ଏହି ସବୁ ଖବର ଆସିଛି । ରାସନ୍ କାର୍ଡରେ କିଛି ଜରୁରୀ କାମ କରାଇ ନିଅନ୍ତୁ ନହେଲେ ଆପଣଙ୍କ ରାସନ୍ କାର୍ଡ କଟି ଯାଇପାରେ । ରାସନ୍ କାର୍ଡରେ ଚାଉଳ ଆଉ ଗହମ ମିଳିଥାଏ । ଆଉ ଏସବୁ ମିଳିବ ନାହିଁ । 
ଯେଉଁମାନଙ୍କର ରାସନ୍ କାର୍ଡ କଟିଯିବ ସେମାନେ ରାସନ୍ ସାମଗ୍ରୀ ପାଇବେ ନାହିଁ । ରାସନ୍ କାର୍ଡଧାରୀ ଆଉ ଏହି ସେବା ପାଇବେ ନାହିଁ । ରାସନ୍ 
କାର୍ଡଧାରୀମାନେ ଏହି କାମ ନ କରିଲେ ତାଙ୍କର ରାସନ୍ ବନ୍ଦ ହୋଇଯିବ । ରାସନ୍ କାର୍ଡଧାରୀ ତୁରନ୍ତ e- KYC କରିବାକୁ ପଡ଼ିବ ନହେଲେ ଆପଣଙ୍କ ରାସନ୍ ବନ୍ଦ ହୋଇଯିବ । ଏହା ଜୁନ ମାସ ୨୧ ତାରିଖରୁ ଆରମ୍ଭ ହୋଇ ସାରିଛି । ରାସନ୍ କାର୍ଡ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀ e- KYC ଦେବାକୁ ବାଧ୍ୟତାମୂଳକ ରହିଛି ।
e- KYC ନଦେଲେ ରାସନ୍ କାର୍ଡରୁ ନାଁ କାଟି ଦିଆଯିବ ବୋଲି ସୂଚନା ମିଳୁଛି । ରାସନକାର୍ଡଧାରୀ ଏବଂ ରାସନ୍ କାର୍ଡରେ ଥିବା ସମସ୍ତେ e- KYC ନ ଦିଅନ୍ତି ତାହେଲେ ତାଙ୍କ ରାସନ୍ କଟି ଯାଇପାରେ ବୋଲି ସୂଚନା ମିଳୁଛି । ସେମାନେ ମାଗଣା ଚାଉଳ ବା ଗହମ ପାଇପାରିବେ ନାହିଁ । କାରଣ ଏଭଳି ଅନେକ ହିତାଧିକାରୀ ଅଛନ୍ତି ଯେଉଁମାନେ ରାସନ୍ କାର୍ଡ ପାଇବାକୁ ଯୋଗ୍ୟ ନୁହଁନ୍ତି କି ହିତାଧିକାରୀ ମୃତ୍ୟୁବରଣ କରିଯିବା ପରେ ମଧ୍ୟ ରାସନ୍ ପାଉଛନ୍ତି ସେମାନଙ୍କ ବିଷୟରେ ଜଣାପଡ଼ିବ । ରାସନ୍ କାର୍ଡରେ e- KYC ଦେବା ନିୟମ ଉତ୍ତରପ୍ରଦେଶର କୌଣସି ଏକ ସ୍ଥାନରେ ଲାଗୁ ହୋଇଛି ।