ଦୁର୍ନୀତି ର ପାହାଡ଼ ରେ ବାବୁ ଆମର...ଅମ୍ବାନୀ ଠୁ ବି ଦାମୀ ଘରେ ରହୁଥିଲେ..

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ଆପଣଙ୍କୁ ଅନେକ କିଛି ଜଣାଇବ । ଆପଣମାନେ ସମସ୍ତେ ଚାକିରୀ ବିଷୟରେ ତ ଜାଣିଥିବେ । ଯେଉଁମାନେ ସରକାରୀ ଚାକିରି କରିଥାନ୍ତି ତାଙ୍କ ମାନଙ୍କର ଘର ଦେଖିବାକୁ ସୁନ୍ଦର ହୋଇଥାଏ କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଘର ବିଷୟରେ ଜାଣିବେ ଯାହା ଦେଖିଲେ ଆପଣଙ୍କ ଆଖି ଲାଖିଯିବ । 
ଏହି ଚାକିରୀ କରୁଥିବା ବାବୁଙ୍କ ଦରମା ୭୦ ହଜାର ଟଙ୍କା । ତାଙ୍କର ଘର ଏଭଳି ହୋଇଛି ଯାହାକି ହାତ ମାରିବାକୁ ପଡିବ ନାହିଁ କେବଳ ଚିପିଲେ ଖୋଲିବ। ଏହି ବ୍ୟକ୍ତି ଜଣକ ଏଭଳି ଆଲିଶାନ ଘର କରିଛନ୍ତି ଯାହା ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ତାଙ୍କ ଘରେ ହାତ ମାରିବାକୁ ପଡିବ ନାହିଁ । ଆଉ ତାଙ୍କର ରୋଷେଇ ଘର ଏଭଳି ହୋଇଛି ଯାହାକି ପାଞ୍ଚ ତାରକା ହୋଟେଲ ଭଳି । ଏହି ବ୍ୟକ୍ତି ଜଣଙ୍କର ଘର ରାଜ ଉଆସ ଭଳି ଲାଗିବ । ଏହି ବ୍ୟକ୍ତି ଜଣଙ୍କର ଘର ବାହାରୁ ଯିଏ ଦେଖିବ ସେ ବହୁତ ଖୁସି ହୋଇଯିବ ଆଉ ରାଜାଙ୍କ ଘର ଭଳି ଲାଗୁଛି ।
ଏହି ବ୍ୟକ୍ତି ଜଣକର ଘର ଏଭଳି ହୋଇଛି ଯାହା କି କେଉଁ ରାଜା ବା ବଲିଉଡ୍ ଷ୍ଟାର ଏବଂ ଅମ୍ବାନୀଙ୍କ ଘର ଏଭଳି ହୋଇନଥିବ । ଏବେ ଏହି ବ୍ୟକ୍ତି ଜଣକ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଯେତେବେଳେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ପହଞ୍ଚିଥିଲେ ସେମାନେ ଏହି ସବୁ ବ୍ୟବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯିବା ସହ ଏଭଳି ଘର କେବଳ ଦରମାରେ ସମ୍ଭବ ନୁହେଁ ବୋଲି ଜଣା ପଡିଥିଲା । ଏହି ବାବୁଙ୍କ ଘର ତିନି ମହଲା । ଆଉ ଏତିକି ଦରମାରେ ଏତେ ସୁନ୍ଦର ଘର କେମିତି ହୋଇଛି । ଯେତେବେଳେ ଏହି ବିଷୟରେ ତାଙ୍କୁ ପ୍ରଶ୍ନ ପଚରାଗଲା ସେତେବେଳେ ସେ ଏହାର ଉତ୍ତର ଦେଇପାରିଲେ ନାହିଁ ।
ଏବେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଆଧାରରେ ଓୟୋକର ଜୁନିଅର ମ୍ୟାନେଜର ବିଜୟ କୁମାର ଉଦୟ ସିଂଙ୍କ ଘରେ ରେଡ କରିଛି ଭିଜିଲାନ୍ସ ଟିମ୍ । ଏବେ ତାଙ୍କର ଘରେ ରେଡ ପଡିବା ସହ ତାଙ୍କର ଆହୁରି ଅନେକ ସମ୍ପତ୍ତି ଉପରେ ଚଢ଼ାଉ କରାଯାଇଛି । ତାଙ୍କ ଘର କବାଟରେ ପାସୱାର୍ଡ ଲାଗିଛି । ପାସୱାର୍ଡ ମାରିଲେ ଘର ଖୋଲିବ । ଏଭଳି ଘର ସେତେବେଳେ ସମ୍ଭବ ଯେତେବେଳେ ଦରମା ସହ ଉପୁରି ଅଧିକ ହେଉଥିବ । ଏବେ ଏହି ଭିଜିଲାନ୍ସ ଟିମ୍ ତାଙ୍କର ଆଉ ୬ଟି ସ୍ଥାନ ଉପରେ ଚଢ଼ାଉ କରିଛି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।