ସମସ୍ତ ଲୋକଙ୍କ କଥା ଶୁଣି କିଛି ଏମିତି କହିଲେ ମୁଖ୍ୟମନ୍ତ୍ରୀ ଦେଖନ୍ତୁ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ଓଡ଼ିଶାରେ ଶାସନ କରୁଛନ୍ତି । ଓଡ଼ିଶାରେ ଏବେ ବିଜେପି ସରକାର ଶାସନ କାର୍ଯ୍ୟ ସମ୍ଭାଳିଛନ୍ତି । ଆଉ ଅନେକ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି । ଏବେ ଆମ ମୁଖ୍ୟମନ୍ତ୍ରୀ କିଛି କଥା କହିଛନ୍ତି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଲୋକମାନଙ୍କର ଅନେକ ସମସ୍ୟା ରହିଛି । ଆଉ ଏହି ସମସ୍ୟାର ସମାଧାନ ପାଇଁ ବିଜେପି ସରକାର ଚେଷ୍ଟା କରୁଛନ୍ତି । 
ସରକାର ଏବଂ ଲୋକମାନଙ୍କ ମଧ୍ୟରେ ଏକ ଲୌହ ପାଚେରୀ ଥିଲା । ଆଉ ଏହି କାରଣ ପାଇଁ ଲୋକମାନେ ସରକାରଙ୍କ ପାଖରେ ପହଞ୍ଚି ପାରୁ ନାହାଁନ୍ତି । ଆଉ ଏବେ ଏହି ଲୌହ ପାଚେରୀ ଆଉ ରହିବ ନାହିଁ ଏହା ବିଜେପି ସରକାରଙ୍କ ଆଦେଶ । ବିଜେପି ସରକାର ଏବେ ଲୋକମାନଙ୍କର ଅସୁବିଧା ଶୁଣିବେ ଆଉ ଅନେକ କିଛି କାମ କରିବେ । ସରକାର ସବୁବେଳେ ଲୋକମାନଙ୍କୁ ଭଲପାଇଥାନ୍ତି । ସରକାର ଏବେ ଲୋକଙ୍କ ଦୁଃଖ ଶୁଣିବେ । ମୁଖ୍ୟମନ୍ତ୍ରୀ ଏହି ସବୁ କଥା କହିଛନ୍ତି । 
ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆଉ ଥରେ ଆରମ୍ଭ କରାଗଲା । ଏହି ଅଭିଯୋଗ ପ୍ରକୋଷ୍ଠରେ ସରକାର ଲୋକମାନଙ୍କର ସମସ୍ୟା ଦୂର କରିବେ । ଏହି ଅଭିଯୋଗ ପ୍ରକୋଷ୍ଠରେ ସରକାର ଅଭିଯୋଗ ଶୁଣି ଲୋକମାନଙ୍କୁ ସାହାଯ୍ୟ କରିବେ ବୋଲି ଲୋକମାନେ ଆଶା ରଖିବେ ବୋଲି ସୂଚନା ମିଳୁଛି । ସରକାର ଏବେ ସବୁ ଜିଲ୍ଲାରେ ଏହି ଅଭିଯୋଗ ପ୍ରକୋଷ୍ଠ ପୁଣି ଥରେ ଆରମ୍ଭ କରିବେ ବୋଲି କହିଛନ୍ତି । ଏବେ ବିଜେପି ସରକାର ସବୁ ସମସ୍ୟାର ସମାଧାନ କରିବା ସହିତ ଅନେକ କିଛି କଥା ବୁଝିବ ବୋଲି ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀ ଏହି ସବୁ କଥା କହିବା ସହ ତାଙ୍କ ପାଖରେ ଉପ ମୁଖ୍ୟମନ୍ତ୍ରୀ ମଧ୍ଯ ଥିଲେ । ସମସ୍ତ ମନ୍ତ୍ରୀ ମଣ୍ଡଳ ସଦସ୍ୟ ଏହି ସବୁ କଥା ବୁଝି ସମସ୍ୟାର ସମାଧାନ କରିବେ । ରାସ୍ତାଘାଟ ସମସ୍ୟା ହେଉ ବା ଚାକିରୀ ସମସ୍ୟା ଏବଂ ସବୁ ପ୍ରକାରର ସମସ୍ୟା ବିଷୟରେ ଜନସାଧାରଣ ଜଣାଇବେ । ଆଉ ଏହି ସବୁ ସମସ୍ୟା ଶୁଣିବା ପରେ ଲୋକମାନଙ୍କ ସମସ୍ୟା ଦୂର କରିବାକୁ ସରକାର ଚେଷ୍ଟା କରିବେ ବୋଲି ସୂଚନା ମିଳିଛି । ଏବେ ଏନେଇ ସରକାର ଏହି କଥା କହିଛନ୍ତି । ରାଜ୍ୟ ସରକାର ଏବେ ଅନେକ କିଛି ପରିବର୍ତ୍ତନ କରିବେ ବୋଲି ସୂଚନା ମିଳିଛି ।