ପବିତ୍ର ରଥଯାତ୍ରା ପରଠାରୁ ଏହି ୫ ଟି ରାଶି ମାନଙ୍କ ଭାଗ୍ୟରେ ଲାଗିବ ଲଟେରୀ ଶୀଘ୍ର ଦେଖନ୍ତୁ କେଉଁ କେଉଁ ରାଶି ମାନଙ୍କ ଖୋଲିଲା ଭାଗ୍ୟ

 
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସମଗ୍ର ବିଶ୍ବରେ ରଥଯାତ୍ରା ବା ଘୋଷଯାତ୍ରାର ବିଶେଷ ମହତ୍ଵ ରହିଅଛି। କିନ୍ତୁ ଏହି ରଥଯାତ୍ରାରେ ଏମିତି କିଛି ରାଶି ଅଛନ୍ତି ଯେଉଁଅମାନଙ୍କ ଉପରେ ପ୍ରତେକ ଗ୍ରହ ମାନଙ୍କର ଶୁଭ ଦ୍ରୁଷ୍ଟି ରହୁଅଛି।
କିଛି ରାଶିଙ୍କ ଉପରେ ମା ଲକ୍ଷ୍ମୀ ଓ ନାରାୟଣଙ୍କ ଅପାର କୃପା ଲଭ ହେବ। ଲକ୍ଷ୍ମୀ ନାରାୟଣ ଯୋଗ ମଧ୍ୟ ହେବାକୁ ଯାଉଛି। ରଥଯାତ୍ରା ପର ଠାରୁ ଏହି ରାଶି ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ। 
୧. ସିଂହ ରାଶି:- ରଥଯାତ୍ରା ସମୟରେ ସିଂହ ରାଶି ଥିବା ଲୋକଙ୍କ ଉପରେ ମହାପ୍ରଭୁଙ୍କର ଆଶୀର୍ବାଦ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଉତ୍ତମ ବୁଝାମଣା ରହିବ। ଚାକିରୀ କ୍ଷେତ୍ରରେ ମଧ୍ୟ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଅଛି। 
୨. ବୃଷ ରାଶି:- ଏହି ରାଶିର ଲୋକମାନଙ୍କ ଉପରେ ପ୍ରଭୁ ଜଗନ୍ନାଥ ଏବଂ ମାତା ଲକ୍ଷ୍ମୀଙ୍କର କୃପାଦୃଷ୍ଟି ରହିବ। ଜୀବନରେ ବହୁ ସଫଳତା ମିଳିବା ସହିତ ଆକସ୍ମିକ ଧନପ୍ରାପ୍ତି ହେବାର ଯଥେଷ୍ଟ ସମ୍ଭାବନା ରହିଅଛି।
୩. ତୁଳା ରାଶି:- ପବିତ୍ର ରଥଯାତ୍ରା ଅବସରରେ ଏହି ରାଶିର ଲୋକଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଅଛି। ସନ୍ତାନ ମାନଙ୍କ ଠାରୁ ଖୁସି ଖବର ପାଇପାରନ୍ତି। ମନ ମସ୍ତିଷ୍କ ଭଲ ରହିବା ସହିତ ଆର୍ଥିକ ଅବସ୍ଥାରେ ସୁଧାର ଦେଖାଦେବ। 
୪. କନ୍ୟା ରାଶି:- ରଥଯାତ୍ରା ଅବସରରେ କନ୍ୟା ରାଶିର ବ୍ୟକ୍ତିବିଶେଷ ବେସ୍ ଲାଭବାନ ହେବେ। ପରିଶ୍ରମର ଉଚିତ ଫଳ ମିଳିବା ସହିତ କାହାରି କୁନଜ଼ର ଠାରୁ ଦୂରେଇ ରହିବେ। ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ। 
୫. କୁମ୍ଭ ରାଶି:- ଏହି ରାଶିର ଲୋକମାନଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଘଟିବ। ଗୁରୁଜନଙ୍କ ଆଶୀର୍ବାଦ ନେଇ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ। ଅଯଥା ଚିନ୍ତା ଏବଂ ଜୀବନରେ ଲାଗି ରହୁଥିବା କଷ୍ଟରୁ ଆପଣ ମୁକ୍ତି ପାଇପାରିବେ।