ନାରୀ ମାନଙ୍କ ସଂପର୍କରେ ମାଲିକାରେ କଣ ଲେଖା ଯାଇଛି ତାହା ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ ଯାହା ଲେଖାଥିଲା ସବୁ ସତ ହେଲା - Malika Bachana

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ।
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ ଖବର ଜାଣିପାରିବେ । ଏହି ଭିଡିଓ ଏବେ ଚର୍ଚ୍ଚାକୁ ଆସୁଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ମାଳିକା ବଚନକୁ ନେଇ କିଛି କଥା ଜାଣିପାରିବେ । ଏବେ ଦିବାକର ବାବା କଣ ସବୁ କହୁଛନ୍ତି ସେହି ବିଷୟରେ ଜାଣିପାରିବା । 
ମାଳିକା ସତ୍ୟ ଅଟେ । ଏହାର କଥା ସବୁ ସତ୍ୟ ହୋଇଥାଏ । ବଦଳି ଯିବ ନାରୀ ଚରିତ୍ର । ଆଉ ସୁନ୍ଦର ଯୁବକ ନାରୀ ଦେଖିଲେ ସ୍ବାମୀଙ୍କୁ ଛାଡି ଦେଇ ଚାଲିଯିବେ ବୋଲି ମାଳିକାରେ ଲେଖା ଯାଇଛି । ଏହି ଖବରକୁ ନେଇ ସେ ଏହାକୁ ଦେଖିଛନ୍ତି ।
ଏହି ବିଷୟରେ ବାବା ଜଣକ ଅନେକ କଥା କହିଛନ୍ତି । ଭୁବନେଶ୍ୱର ଠାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ଫଟୋ ଧରି ଖୋଜୁଛନ୍ତି । ଆଉ ଏହି ବ୍ୟକ୍ର୍ତି ଜଣକ ତାଙ୍କ ଛୁଆକୁ ଧରି ସାଙ୍ଗରେ ଖୋଜୁଛନ୍ତି । ଏହି ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ଛାଡ଼ି ଅନ୍ୟ ଜଣଙ୍କ ସହ ଫେରାର ହୋଇ ଯାଇଛନ୍ତି । 
ଏବେ ସୋସିଆଲ ମିଡିଆରେ ଲୋକମାନେ ଅନେକ କଥା ଶୁଣୁଥିବେ । ଆପଣମାନେ ଅନେକ ଅଶାଳୀନ ଭାଷା ମଧ୍ୟ ଶୁଣୁ ଥିବେ । ଆଉ ଏବେ ମୋବାଇଲ୍ ଛୋଟ ପିଲାମାନେ ଧରୁଛନ୍ତି । ଆଉ ସେମାନେ ଏହି ମୋବାଇଲ୍ ଦେଖିଲେ କଣ ସବୁ ଶିକ୍ଷା କରିବେ । ଆଗକୁ ଆହୁରି ସଂଶୁ ବଦଳି ଯିବ ।
ଏହି ସୋସିଆଲ ମିଡିଆରେ ଅନେକ ଖବର ଆସୁଛି । ଆଉ ଏହି ଖବର ସବୁ ଆପଣମାନେ ଦେଖିପାରିବେ । ମାଳିକାରେ ଲେଖା ହୋଇଛି କି ବୋହୂ ଶୋଇଥିବ ଆଉ ଶାଶୁ ଘର ଝାଡୁ କରୁଥିବ । ଏବେ ଏଭଳି ଘଟଣା ଦେଖିବାକୁ ମିଳୁଛି । 
ସ୍ବାମୀ ସ୍ତ୍ରୀଙ୍କ ଖାଇବାକୁ ଦେବ । ଆଉ ସେହି ବିଷୟରେ ଶାସ୍ତ୍ରରେ ଲେଖା ହୋଇଛି । ଆଉ ସ୍ଵାମୀକୁ ମାରିବା ପାଇଁ ସ୍ତ୍ରୀ ପଛାଇବ ନାହିଁ । ଏବେ ଏହିଭଳି ସବୁ କଥା ଦେଖିବାକୁ ମିଳୁଛି । ଆଉ ଏବେ ଏମିତି ଘଟଣା ଘଟି ଚାଲୁଛି ।
ମହିଳାମାନେ ଶୋଇ ରହୁଛନ୍ତି ତାଙ୍କ ଶାଶୁମାନେ କାମ କରୁଛନ୍ତି । ଆଉ ସ୍ୱାମୀକୁ କେବେବି ସ୍ତ୍ରୀ ତାର ଅଇଁଠା ଦେବା କଥା ନୁହେଁ କାରଣ ସ୍ତ୍ରୀ ଅଇଁଠା ସ୍ବାମୀ ଖାଇଲେ ଆୟୁଷ ହାନି ହୋଇଥାଏ ।
ଆଉ ସ୍ତ୍ରୀ ସ୍ବାମୀ ଅଇଁଠା ଖାଇଲେ ସୌଭାଗ୍ୟବତୀ ହୋଇଥାଏ । ଏଭଳି ଅନେକ କଥା ମାଳିକାରେ ଲେଖା ଯାଇଛି ଯାହା ଧୀରେ ଧୀରେ ସତ ହେଉଛି । ନାରୀ ମାନଙ୍କୁ ନେଇ ଆହୁରି ଅନେକ କଥା ଲେଖାଯାଇଛି ।