ଶ୍ରାବଣ ମାସରେ ଖୋଲିବ ଏହି ୫ ଟି ଭାଗ୍ୟଶାଳୀ ରାଶିର ଭାଗ୍ୟ ଦେଖନ୍ତୁ କେଉଁ କେଉଁ ରାଶି ମାନଙ୍କ ସୁନା ଭଳି ଚମକିବ ଭାଗ୍ୟ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶ୍ରାବଣ ମାସଟି ସମ୍ପୂର୍ଣ୍ଣ ଭାବରେ ମହାଦେବଙ୍କୁ ସମର୍ପିତ ଅଟେ। ତେଣୁ ଏହି ମାସରେ ମହାଦେବଙ୍କୁ ଭକ୍ତ ମାନେ ବହୁତ ସହଜରେ କେବଳ ଏକ ଲୋଟା ଜଳ କିମ୍ବା ଶ୍ରାବଣ ମାସ ବ୍ରତ କରି ପ୍ରସନ୍ନ କରି ପାରିବେ।
ମାତ୍ର ଏହି ଶ୍ରାବଣ ମାସରେ କିଛି ଏଭଳି କାମ ରହିଛି ଏବଂ କିଛି ଏଭଳି ଭୋଜନ ରହିଛି ଯାହା ମନୁଷ୍ୟ ପାଇଁ ବର୍ଜିତ ଅଟେ। ଜ୍ୟୋତିଷ ଶାସ୍ତ୍ରରେ ଶ୍ରାବଣ ମାସରେ କିଛି ରାଶି ପାଇଁ ସ୍ୱତନ୍ତ୍ର ଯୋଗ ଗଠନ ହେବ, ଯାହା ଅନୁଯାୟୀ ସେମାନେ ଧନ, ସଫଳତା ଏବଂ ସୁଖ ପାଇପାରିବେ।
ବୃଷ ରାଶି : ଏହି ରାଶିର ଲୋକ ମାନଙ୍କ ପାଇଁ ଏହି ରାଜଯୋଗ କାରଣରୁ ସମୟ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଲମ୍ବା ସମୟ ଧରି ଆପଣ ଯେଉଁ ସମସ୍ୟା ରେ ଘେରି ରହିଥିଲେ ସେଥିରୁ ମୁକ୍ତି ପାଇବେ।
ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ। ଯାହା ଆପଣଙ୍କୁ ଉନ୍ନତି ଆଡକି ନେଇଯିବ। ଏହି ଯୋଗ କାରଣରୁ ନୂଆ ମିତ୍ର ସୃଷ୍ଟି ହେବେ ଯାହା ଆପଣଙ୍କ ପାଇଁ ଲାଭକାରି ସିଦ୍ଧ ହେବେ। ବ୍ୟାପାରୀଙ୍କ ପାଇଁ ଆଗାମୀ ସମୟ ଶୁଭ ରହିବ।
କନ୍ୟା ରାଶି : ଆପଣଙ୍କ ପାଇଁ ଶ୍ରାବଣ ମାସ ଆରମ୍ଭ ହେବା ପରେ ଶୁଭ ଫଳ ମିଳିବ। ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ। ଦାଂପତ୍ଯ ଜୀବନରେ ଯାହା ସମସ୍ଯା ରହିଥିଲା ତାହା ଦୂର ହେବ।
ଏହି ସମୟରେ ଆପଣଙ୍କୁ ଶୁଭ ଖବର ପ୍ରାପ୍ତ ହୋଇପାରେ ଯାହା ଆପଣ ବହୁତ ଦିନରୁ ଅପେକ୍ଷା କରି ରହିଛନ୍ତି। ଭାଗ୍ୟର ସହଯୋଗ ପ୍ରାପ୍ତ ହେବ। ଯାହା ଆପଣଙ୍କୁ ପ୍ରଗତି ଆଡକୁ ଅଗ୍ରସର କରାଇବ।
ମିଥୁନ ରାଶି : ଆଗାମୀ ସମୟ ଆପଣଙ୍କର ଖୁବ ଭଲ ଆସିବାକୁ ଯାଉଛି। ଆପଣଙ୍କର ଭାଗ୍ଯର କବାଟ ଖୋଲିବା ସହ ଶୁଭ ସମୟର ଆରମ୍ଭ ହେବ। ଆପଣ କୌଣସି ଯୋଜନା କରି ରଖିଥିଲେ ତାହା ଉପରେ କାର୍ଯ୍ୟ କରିବା ଆରମ୍ଭ କରନ୍ତୁ।
କୁମ୍ଭ ରାଶି : ଆପଣଙ୍କୁ ସବୁଠାରୁ ବଡ ଲାଭ ଧନରେ ହେବ। ଆପଣଙ୍କର କଳାତ୍ମକ ଓ ସୃଜାନାତ୍ମକ ଶକ୍ତିରେ ବୃଦ୍ଧି ହେବ। ଯାହା ଆପଣ ନିଜେ ଅନୁଭବ କରିବେ। ଏହି ଯୋଗର ପ୍ରଭାବରେ ଧନ ଜନିତ ସମସ୍ଯା ରହିବ ନାହି । ଭାଗ୍ଯର ସହଯୋଗ ପ୍ରାପ୍ତ ହେବ।
ସିଂହ ରାଶି : ଆପଣଙ୍କର ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି। ଜୀବନରେ ନୂଆ କାମ ଆରମ୍ଭ କରିବା ପାଇଁ ଚିନ୍ତା କରିବେ। ସନ୍ତାନଙ୍କ ଠାରୁ ଖୁସି ଖବର ପ୍ରାପ୍ତ ହେବ। ମା ଲକ୍ଷ୍ମୀଙ୍କ କୃପା କାରଣରୁ ଚାକିରି ଓ ବ୍ୟାପାର କ୍ଷେତ୍ରରେ ଲାଭକାରି ହେବ।