ଅଗଷ୍ଟ ମାସରେ ଚମତ୍କାର ଦେଖନ୍ତୁ କୋଟିପତି ରାସ୍ତାରେ ଏହି ୪ ଟି ଭାଗ୍ୟଶାଳୀ ରାଶି - Devotional

 
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଗ୍ରହମାନଙ୍କର ଚଳନ କାରଣରୁ ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ପରିବର୍ତ୍ତନ ନିଶ୍ଚିନ୍ତ ଆସିଥାଏ। ଯେଉଁ ବି ରାଶିଙ୍କ ଉପରେ ଗ୍ରହଙ୍କର ସ୍ଥିତି ଠିକ ରହିଥାଏ ସେମାନଙ୍କ ଜୀବନରେ ସକାରତ୍ମାକ ପ୍ରଭାବ ପଡ଼ିଥାଏ।
କିନ୍ତୁ ଯେବେ ବି ରାଶିଙ୍କ ଉପରେ ଗ୍ରହର ସ୍ଥିତି ପ୍ରତିକୂଳ ରହିଥାଏ ସେମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ଅଗଷ୍ଟ ମାସରେ କିଛି ରାଶିଙ୍କ ଭାଗ୍ୟରେ ମହାଧନ ଯୋଗ ରହିଛି। ଏହି କାରଣରୁ ଏହି ରାଶିଗୁଡ଼ିକ ହେବାକୁ ଯାଉଛନ୍ତି କୋଟିପତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ।
ସିଂହ ରାଶି :- ଏହି ରାଶିର ଲୋକମାନଙ୍କ ଆଗାମୀ ସମୟ ବହୁତ ଭଲ ହେବାକୁ ଯାଉଛି। ବ୍ୟାପାର ବାଣିଜ୍ୟ କ୍ଷେତ୍ରରରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହି ମାସରେ କରିଥିବା ଯାତ୍ରା ସଫଳ ହେବ।
ଆପଣଙ୍କ ଜୀବନରେ ଆସୁଥିବା ଦୁଃଖ କଷ୍ଟର ଏବେ ସମ୍ପୂର୍ଣ୍ଣ ଅନ୍ତ ଘଟିବାକୁ ଯାଉଛି। ଚାକିରୀରେ ପ୍ରମୋଶନ ହେବାର ସମ୍ଭାବନା ରହିଛି। ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଅଗଷ୍ଟ ମାସ ବହୁତ ଶୁଭ ରହିବ।
ବୃଷ ରାଶି :- ଏହି ରାଶିର ଲୋକମାନଙ୍କ ଉପରେ ମାତା ଲକ୍ଷ୍ମୀ ଓ ଭୋଳାନାଥଙ୍କ କୃପା ଦୃଷ୍ଟି ପଡିବ। ଆପଣଙ୍କ ଜୀବନତ ସଫଳତାର ଯୋଗ ବନିବାକୁ ଯାଉଛି ଏବଂ ଏହି ମାସରେ ଆପଣଙ୍କ ଭାଗ୍ୟ ଘୋଡା ଠାରୁ ଅଧିକ ତ୍ରିବର ବେଗରେ ଦୌଡିବ। ଏମାନଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ମାସ ଅଟେ।
ମେଷ ରାଶି :- ଏହି ରାଶିଙ୍କ ଘରେ ସୁଖ,ସମବୃଦ୍ଧି ଓ ଆନନ୍ଦ ର ଆଗମନ ହେବାକୁ ଯାଉଛି। ବ୍ୟାପାର ,ବାଣିଜ୍ୟ କ୍ଷେତ୍ରରରେ ଆପଣଙ୍କୁ ଦୁଇ ଗୁଣ ଲାଭ ମିଳିବାର ସଂପୂର୍ଣ୍ଣ ସମ୍ଭାବନା ରହିଛି। ଚାକିରୀ କ୍ଷେତ୍ରରରେ ଉନ୍ନତିର କୋଣସି ବଡ ଖୁସି ଖବର ମିଳିବ।
କନ୍ୟା ରାଶି :- ଏହି ରାଶିର ଲୋକମାନଙ୍କ ପାଇଁ ଭାଗ୍ୟତ ନୂଆ ମାର୍ଗ ଖୋଲିବ। ଏହି ମାସରେ ଆପଣ କଠିନରୁ କଠିନ କାମକୁ ସହଜରେ କରିପାରିବେ। ଏମାନଙ୍କ ଘରେ ନୂତନ ଯନ୍ତ୍ର ଜିନିଷ କିଣିବେ ଏବଂ ସବୁ କ୍ଷେତ୍ରରରେ ସଫଳତା ପ୍ରାପ୍ତ ହେବେ।
କୁମ୍ଭ ରାଶି :- ଏହି ରାଶିର ଲୋକମାନଙ୍କୁ ଏହି ମାସରେ ବ୍ୟାପାର ବାଣିଜ୍ୟ କ୍ଷେତ୍ରରରେ ଅଧିକରୁ ଅଧିକ ଲାଭ ମିଳିବାକୁ ଯାଉଛି। ଆପଣଙ୍କ ସଫଳତାକୁ ଦେଖି ଆପଣଙ୍କ ଶତ୍ରୁ କୃଧ ହେଇଯିବେ। ପରୀକ୍ଷାରେ ଆପଣଙ୍କୁ ସଫଳତା ମିଳିବ ଓ ସମାଜରୁ ବଡ ଧାରଣ ସମ୍ମାନ ମିଳିବ।