ସାଇକ୍ଲୋନ୍ ପାଇଁ ପାଗରେ ବଡ଼ ପରିବର୍ତ୍ତନ ଆଜି ରାତିରେ ପ୍ରବଳ କାଚିବ...!

 
Vv
ଆପଣମାନେ ସମସ୍ତେ ପାଣିପାଗ ବିଷୟରେ ଆସୁଥିବା ଖବର ସବୁ ପାଇପାରିବେ । ଏବେ ପାଣିପାଗ ନେଇ ଆସିଛି ବଡ ସୂଚନା । ସାଇକ୍ଲୋନ ପ୍ରଭାବରେ ପାଗରେ ହେବ ବଡ ପରିବର୍ତ୍ତନ । ଏହିସବୁ ଜିଲ୍ଲାରେ ତାଣ୍ଡବ ରଚିବ କାଳବୈଶାଖୀ । ଏହି କାଳବୈଶାଖୀ ପ୍ରଭାବରେ ଅନେକ କିଛି ନଷ୍ଟ ହୋଇଯିବ । ଉପୁଡ଼ି ପଡ଼ିବ ବଡ ବଡ ଗଛ ଆଉ ନଷ୍ଟ ହୋଇଯିବ ଅନେକ କିଛି ଆଉ ଏହାସହ ଛାତ ମଧ୍ୟ ଉଡିଯିବ ବୋଲି ଖବର ଆସିଛି । ୧୮ ତାରିଖରେ କିଛି ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ମିଳିଛି ।
Gg
ଆଇଏମଡି ନିର୍ଦ୍ଦେଶକ ମନୋରମା ମହାନ୍ତି ପାଣିପାଗ ବିଷୟରେ ସୂଚନା ଦେଇଛନ୍ତି । ୧୮ ତାରିଖ ଠାରୁ ଝାରସୁଗୁଡ଼ା, ବଲାଙ୍ଗୀର, ସୁନ୍ଦରଗଡ଼, ଅନୁଗୁଳ, କଳାହାଣ୍ଡି ଜିଲ୍ଲାରେ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ୧୯ ତାରିଖରେ ମଧ୍ୟ ବର୍ଷା ହେବ ବୋଲି ସୂଚନା ମିଳିଛି । ଆଉ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଉ ଏହି ବର୍ଷା ପାଇଁ ତାପମାତ୍ରା ହ୍ରାସ ପାଇଛି ବୋଲି ସୂଚନା ମିଳିଛି । ଏବେ ରାଜ୍ୟବାସୀଙ୍କୁ ମିଳିବାକୁ ଯାଉଛି ଆଶ୍ୱସ୍ତି ।
କମିବ ଖରା ଆଉ କମିବ ଗୁଳୁଗୁଳି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି କି ପାଣିପାଗରେ ପରିବର୍ତ୍ତନ ହେବ ଆଉ ବର୍ଷା ହୋଇପାରେ । ବଙ୍ଗୋପସାଗର ଅଞ୍ଚଳରେ ଗୁରୁଚାପ ଥିବାରୁ ବର୍ଷା ହେବ ବୋଲି ସୂଚନା ମିଳିଛି । ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଏବେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଆଗାମୀ ଦିନରେ ବର୍ଷା ହେବ । ଆଗାମୀ ୨୪ ଘଣ୍ଟା ଭିତରେ ହାଲୁକା ଧରଣର ବର୍ଷା ହେବ ବୋଲି ସୂଚନା ମିଳିଛି । କିଛି ସ୍ଥାନରେ ବର୍ଷା ସହ ଘଡଘଡି ହୋଇପାରେ ।
କିଛି ସ୍ଥାନରେ ବର୍ଷା ସହ ଘଡଘଡି ଆଉ କିଛି ଜିଲ୍ଲାରେ ପବନ ବହିବ ବୋଲି ସୂଚନା ମିଳିଛି ।କେଉଁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ଵର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ କାଲି ପାଇଁ ବର୍ଷା ହେବ ବୋଲି ସୂଚନା ମିଳିଛି । ୧୯ ତାରିଖ ଦିନ କିଛି ଜିଲ୍ଲାରେ ହାଲୁକା ଧାରଣରୁ ମଧ୍ୟମ ଧରଣର ବର୍ଷା ହେବ । ରାଜ୍ୟରେ ୧୯ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଏବେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳୁଛି ।