ବାଛନ୍ତୁ ୩ଟି ମଧ୍ୟରୁ ଗୋଟିଏ ଜାଣନ୍ତୁ ଆପଣଙ୍କ ଆଗାମୀ ଦିନର ଭବିଷ୍ୟତ
Updated: Aug 9, 2024, 17:09 IST
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଏଥିପାଇଁ ଅନେକ ଲୋକ ଜ୍ୟୋତିଷ ମାନଙ୍କ ପରାମର୍ଶ ନେଇଥାନ୍ତି। ନିଜ ଭବିଷ୍ୟତ ସହିତ ଯୋଡିତ କଥା ମାନ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ଗଣନା କରିଥାନ୍ତି। ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ବିକଳ୍ପ ମାଧ୍ୟମରେ ଆପଣଙ୍କ ଭବିଷ୍ୟତ ସହିତ ଯୋଡିତ କିଛି ଘଟଣା ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ୩ଟି ନମ୍ବର ବା ଠାକୁରଙ୍କ ମଧ୍ୟରୁ ବାଛନ୍ତୁ ଗୋଟିଏ ନମ୍ବର ବା ଠାକୁର ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ବିଷୟରେ।
୧- ଗଣେଶ ଠାକୁର - ଯଦି ଆପଣଙ୍କୁ ଗଣେଶ ଠାକୁରଙ୍କୁ ବାଛିଛନ୍ତି ତେବେ ଜାଣନ୍ତୁ ଆପଣଙ୍କର ଅଟକି ରହିଥିବା କାମ ପୂରଣ ହେବ। ଦୁଃଖ ଭୋଗ କରିବେ ନାହି। ଯେଉଁ କମରେ ହାତ ଦେବେ ସଫଳ ହେବେ। ବନ୍ଧୁଙ୍କ ସହ ପୁରୁଣା ସମ୍ପର୍କରେ ଥିବ ବାଧା ଦୂର ହେବ। ଶତ୍ରୁ ପରାଜୟ ହେବେ। ଆପଣ ଏବେ ଯେଉଁ ବିବାଦରେ ଫସି ରହିଛନ୍ତି ସେଥିରୁ ମୁକ୍ତି ମିଳିବ। ସନ୍ତାନ ସୁଖର ଯୋଗ ରହିଛି। ପୂର୍ବରୁ କରୁଥିବା ଋଣ ସୁଝିବା ପାଇଁ ରାସ୍ତା ମିଳିବ। ଗ୍ରହ ଆପଣଙ୍କର ସପକ୍ଷରେ ଅଛି। ଜାତକରେ କିଛି ଦୋଷ ଥିଲେ ପ୍ରତିକାର କରନ୍ତୁ।
୨- ଭଗବାନ ଶିବ - ଯଦି ଆପଣ ଭଗବାନ ଶିବଙ୍କୁ ବାଛିଛନ୍ତି ତେବେ ଆପଣଙ୍କର ଦୂସ୍ଵପ୍ନ ଦୂର ହେବ। ଆପଣ ବର୍ତ୍ତମାନ ଯେଉଁ କାମରେ ବ୍ୟସ୍ତ ରହିଛନ୍ତି ତେବେ ଚିନ୍ତା କରନ୍ତୁ ନାହି ନିଶ୍ଚୟ ସଫଳତା ପାଇବେ। ସଫଳତା ବିଳମ୍ବରେ ଆସିବ। ଗ୍ରହ ଦୋଷ ମନ୍ଦ ଥିବା ଯୋଗୁଁ ଅନେକ କଷ୍ଟ ଭୋଗ କରିଛନ୍ତି। ମାନସିକ ଚିନ୍ତା ଓ ରୋଗପୀଡା ଦୂର ହେବ। ଆପଣଙ୍କର ଜୀବ ଦଶା ମଧ୍ୟରେ ୩ଟି ମନ୍ଦ ଦୋଷ ରହିବ। ତେଣୁ ଏହାର ପ୍ରତିକାର କରନ୍ତୁ କୌଣସି ପଣ୍ଡିତଙ୍କ ସାହାର୍ଯ୍ୟ ନେଇ। ଯାହାକୁ ଭଲ ପାଉଥିଲେ ତାଙ୍କ ଠାରୁ ଦୂରେଇ ରୁହନ୍ତୁ।
୩- ଭଗବାନ କୃଷ୍ଣ - ଯଦି ଆପଣ ଭଗବାନ କୃଷ୍ଣଙ୍କୁ ବାଛିଛନ୍ତି ତେବେ ଆପଣ ଜଣେ ଖ୍ଯାତି ସମ୍ପନ୍ନ ବ୍ୟକ୍ତି ଅଟନ୍ତି। ଆପଣଙ୍କର ଅତୀତ ଦୁଃଖରେ ଚାଲିଛି ଯାହାକୁ ନେଇ ପାଇଁ ଆପଣ ଚିନ୍ତିତ ଅଛନ୍ତି। କିନ୍ତୁ ଏବେ ସବୁ ଦୁଃଖ ଦୂର ହେବ। ପରିବାର ଓ ସନ୍ତାନଙ୍କ ଠାରୁ ମିଳୁଥିବା ଦୁଃଖ ଦୂର ହେବ।
ଅପବ୍ୟୟ ହେଉଥିଲେ ସୁଧାର ଆସିବ। ଆର୍ଥିକ ସ୍ଥିତି ସୁଧାରେ ଆସିବ। ଅଧିକ ଧନ ସଞ୍ଚୟ କରିବେ। ନାନା ଉଦ୍ବେଗ ଜାତ ହେଉଛି। ଆପଣାର ଲୋକ ପର ହୋଇଛନ୍ତି। ଆପଣଙ୍କର ଈଶ୍ବରଙ୍କ ପ୍ରତି ଅଧିକ ନିଷ୍ଠା ରହିଛି।