ବାଛନ୍ତୁ ୩ଟି ମଧ୍ୟରୁ ଗୋଟିଏ ସ୍ଵସ୍ତିକ ଚିହ୍ନ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଦିନର ଭବିଷ୍ୟତ ରହିବ କିପରି

 
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଏଥିପାଇଁ ଅନେକ ଲୋକ ଜ୍ୟୋତିଷ ମାନଙ୍କ ପରାମର୍ଶ ନେଇଥାନ୍ତି। ନିଜ ଭବିଷ୍ୟତ ସହିତ ଯୋଡିତ କଥା ମାନ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ଗଣନା କରିଥାନ୍ତି। ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ବିକଳ୍ପ ମାଧ୍ୟମରେ ଆପଣଙ୍କ ଭବିଷ୍ୟତ ସହିତ ଯୋଡିତ କିଛି ଘଟଣା ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ୩ଟି ନମ୍ବର ବା ସ୍ଵସ୍ତିକ ଚିହ୍ନ ମଧ୍ୟରୁ ଗୋଟିଏ ନମ୍ବର ବା ସ୍ଵସ୍ତିକ ଚିହ୍ନ ବାଛନ୍ତୁ ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ବିଷୟରେ।
୧:- ଯଦି ଆପଣ ପ୍ରଥମ ସ୍ଵସ୍ତିକ ଚିହ୍ନଟିକୁ ବାଛିଛନ୍ତି ତେବେ ବର୍ତ୍ତମାନ ଆପଣ ଖରାପ ବ୍ୟକ୍ତିଙ୍କ ହାବୁଡରେ ପଡି ଯାଇଛନ୍ତି। ଯେଉଁଥିପାଇଁ ଆପଣ ବହୁତ ଚିନ୍ତାରେ ଅଛନ୍ତି। କିନ୍ତୁ ଏହା କିଛି ସମୟ ପାଇଁ ରହିବ। ବନ୍ଧୁମାନେ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି। ରାଜ କାର୍ଯ୍ୟରେ ନିଷ୍ଫଳ ମିଳୁଛି। ସବୁ କାମରେ ଲାଭ କମ କ୍ଷତି ଅଧିକ ହେଉଛି। ପରିବାର ଓ ସ୍ତ୍ରୀଙ୍କର କଥାକୁ ଆପଣ ଶୁଣୁ ନାହାଁନ୍ତି। କିନ୍ତୁ ଏହା ଭୁଲ ଅଟେ। କାର୍ଯ୍ୟରେ ସିଦ୍ଧି ଲାଭ କରିବେ। ଭାଗ୍ୟ ଉଦୟର ସମ୍ଭାବନା ଅଛି। 
2- ଯଦି ଆପଣ ଦ୍ୱିତୀୟ ସ୍ଵସ୍ତିକ ଚିହ୍ନଟିକୁ ବାଛିଛନ୍ତି ତେବେ ଆପଣଙ୍କୁ ଚିନ୍ତାକୁଳ ସ୍ଥିତିରେ ଆଉ ରହିବାକୁ ପଡିବ ନାହିଁ। ଯେଉଁ କାର୍ଯ୍ୟ ପାଇଁ ଚିନ୍ତାରେ ରହୁଥିଲେ ମାତ୍ର ଅଳ୍ପଦିନ ଲାଗିବ ତାହା ପୂରଣ ହେବ। ସବୁ ଚିନ୍ତାଦୂର ହେବ। କାର୍ଯ୍ୟ କଠିନତା ଥିଲେ ମଧ୍ୟ ତାହାର ସହଜରେ ସମାଧାନ କରିପାରିବେ। ସୋମବାର ଦିନ ୫୦୦ ଗ୍ରାମର ଉଷୁନା ଚାଉଳ, ଗୋଟା ବିରି, ସାତ କେରା ଦୂବ ଷଣ୍ଢକୁ ଖାଇବାକୁ ଦିଅନ୍ତୁ। ଏହାଦ୍ବାରା ଭାଗ୍ୟରେ ଉନ୍ନତି ଦେଖିବାକୁ ମିଳିବ। 
3- ଆପଣ ଯଦି ତୃତୀୟ ନମ୍ବର ସ୍ଵସ୍ତିକ ଚିହ୍ନଟିକୁ ବାଛିଛନ୍ତି ତେବେ ଆପଣ ବହୁତ ଖର୍ଚ୍ଚାନ୍ତିରେ ପଡି ଯାଇଥିଲେ। ଏବେ ସୁଧା ଭୟ ମନରୁ ଯାଇ ନାହିଁ। ଆପଣ ସତ୍ୟତାର ଆଶ୍ରୟ ନେଲେ କିନ୍ତୁ ଗ୍ରହଦଶା କାରଣରୁ ଆପଣ ବିପଦରେ ପଡ଼ି ଯାଇଛନ୍ତି।
ତେଣୁ ବଞ୍ଚିଥିବା ଯାଏଁ ଟାଇଗର ମୁଦ୍ରାରତ୍ନକୁ ସମ୍ମିଳିତ କରି ରୋପ୍ୟ ମୁଦ୍ରିକାରେ କ୍ଷୀରରେ ପକାଇ ଧାରଣ କରନ୍ତୁ। ଏହା ଆପଣଙ୍କ ଜୀବନକୁ ଚମାକାଇ ଦେବା ସହିତ ଆପଣଙ୍କ ଜୀବନରେ ଖୁସିର ଆଗମନ ହେବାକୁ ଯାଉଛି।