ବାଛନ୍ତୁ ୩ଟି ମଧ୍ୟରୁ ଗୋଟିଏ ଫୁଲ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଷ୍ୟତ ରହିବ କିପରି

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ତିନୋଟି ଫୁଲ ମଧ୍ୟରୁ ଗୋଟିଏ ଫୁଲ ବାଛି ନିଜର ଭବିଷ୍ୟତ ବିଷୟରେ ଜାଣିପାରିବେ । ଆପଣ ଏହି ଫୁଲ ବାଛି ଆପଣଙ୍କ ଭାଗ୍ୟ ଆଉ ଭବିଷ୍ୟତ ବିଷୟରେ ଜାଣିପାରିବେ । ଆପଣମାନେ ଏହି ବିଷୟରେ ଜାଣିବା ସହ ଅନେକ ଖବର ପାଇପାରିବେ ।
ଏହାକୁ କଲର ସାଇକୋଲୋଜି କୁହାଯାଏ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ତିନୋଟି ରଙ୍ଗର ଫୁଲ ହଳଦିଆ ରଙ୍ଗର ଫୁଲ, ସବୁଜ ରଙ୍ଗର ଫୁଲ ଏବଂ ନାଲି ରଙ୍ଗର ଫୁଲ ପାଇପାରିବେ । ଏହି ତିନୋଟି ରଙ୍ଗର ଫୁଲ ଭିତରୁ ଯଦି ଆପଣ ହଳଦିଆ ରଙ୍ଗର ଫୁଲ ବାଛିଛନ୍ତି ତାହେଲେ ଆଗାମୀ ଦିନରେ ଆପଣଙ୍କର ଅର୍ଥ ସମସ୍ୟା ଲାଗି ରହିବ । ଆପଣ ନିଜ ରୋଜଗାର ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବେ । ଏହି ହଳଦିଆ ରଙ୍ଗକୁ ପସନ୍ଦ କରୁଥିବା ଲୋକମାନେ ଲୋଭୀ ସ୍ୱଭାବର ହୋଇ ନଥାନ୍ତି । 
ଏମାନଙ୍କର ଆକାଶ ଭଳି ବିଶାଳ ହୃଦୟ ହୋଇଥାଏ । ଏହି ଲୋକମାନଙ୍କର ଆର୍ଥିକ ସମସ୍ୟା କାରଣରୁ ସେମାନେ ଚୁପ୍ ରହିଥାନ୍ତି । ନାଲି ରଙ୍ଗର ଫୁଲକୁ ବାଛିଥିବା ବ୍ୟାକ୍ତିମାନଙ୍କର ଜୀବନରେ ନାନାଧି ସମସ୍ୟା ଲାଗି ରହିଥାଏ । ଭାଗ୍ୟ କେତେବେଳେ ସେମାନଙ୍କ ସାଥ ଦେଇଥାଏ ଆଉ କେତେବେଳେ ଦେଇନଥାଏ । ଏହା ହେଉଛି ପ୍ରେମର ପ୍ରତୀକ ଚିହ୍ନ । ପ୍ରେମରେ ଥିବା ବ୍ୟକ୍ତିଙ୍କ ପାଇଁ ଏହି ରଙ୍ଗ ଭଲ ଅଟେ । ଏହି ରଙ୍ଗର ଫୁଲ ବାଛିଥିବା ବ୍ୟକ୍ତିମାନେ ଦେଖିବାକୁ ସୁନ୍ଦର ହୋଇଥାନ୍ତି । ସେମାନେ ପ୍ରତ୍ୟେକ ଲୋକଙ୍କ ଭାବନାକୁ ଗୁରୁତ୍ଵ ଦେଇଥାନ୍ତି । 
ସେମାନେ ଅତି ସହଜରେ କାହା ସହିତ ମିଶି ଯାଇଥାନ୍ତି । ଯେଉଁ ଲୋକମାନେ ସବୁଜ ରଙ୍ଗର ଫୁଲ ବାଛିଛନ୍ତି ସେହି ବ୍ୟକ୍ତିମାନେ ଭାବୁକ ହୋଇଥାନ୍ତି ଏବଂ ନିର୍ମଳ ହୃଦୟର ହୋଇଥାନ୍ତି । ଅତି ସୁନ୍ଦର ଭବିଷ୍ୟତ ହୋଇଥାଏ । ସେମାନେ ପରିବାର ଲୋକଙ୍କୁ ଭଲପାଇବା ଦେଇଥାନ୍ତି କିନ୍ତୁ ସେହି ଅନୁସାରେ ସେ ଭଲପାଇବା ପାଇ ନଥାନ୍ତି ।
ଏଭଳି ଅନେକ କିଛି ଏହି ବ୍ୟକ୍ତି ଯିଏ ଯେଉଁ ଫୁଲ ବାଛିଥିବେ ସେହି ଅନୁସାରେ ଆପଣମାନେ ଏହି ସବୁ କଥା ଜାଣିପାରିବେ । ଏବେ ଏହାକୁ ନେଇ ଚର୍ଚ୍ଚା ହେବା ସହ ଅନେକ କିଛି ଜଣାପଡ଼ିଲା ।