ବାଛନ୍ତୁ ୩ଟି ମଧ୍ୟରୁ ଗୋଟିଏ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଷ୍ୟତ ରହିବ କିପରି ଦେଖନ୍ତୁ

 
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜିକାଲି ସମୟରେ ଲୋକମାନେ ଯେତେ ପ୍ରଗତି କରୁଛନ୍ତି ସେତିକି ଅନ୍ଧ ବିଶ୍ୱାସରେ ଉପରେ ମଧ୍ୟ ବିଶ୍ଵାସ କରିବାକୁ ଲାଗିଛନ୍ତି। ପ୍ରତ୍ୟେକ ବ୍ୟକ୍ତି ଖୁବ କମ ସମୟ ମଧ୍ୟରେ ପ୍ରତ୍ୟେକ କାର୍ଯ୍ୟକୁ ଶେଷ କରିବା ପାଇଁ ଚାହିଁ ଥାଆନ୍ତି କିଛି ଲୋକ ଭବିଷ୍ୟତର ଆକଳନ କରି ଲୋକ ମାନଙ୍କୁ ଧୋକା ମଧ୍ୟ ଦେଇଥାଆନ୍ତି। ଭାରତରେ ରହୁଥିବା ଅଧିକାଂଶ ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ ରଖିଥାଆନ୍ତି। ଏହା ବ୍ୟତୀତ ମନୁଷ୍ୟ ନିଜ ଭାଗ୍ୟର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇଥାଆନ୍ତି। ତେବେ ତିନୋଟି ନମ୍ବର ବା ଫୁଲ ମଧ୍ୟରୁ ବାଛନ୍ତୁ ଗୋଟିଏ ନମ୍ୱର ବା ଫୁଲ ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତରେ ଆଗକୁ କଣ ହେବାକୁ ଯାଉଛି।
୧:- ଆପଣ ଯଦି ନୀଳ ରଙ୍ଗର ଫୁଲଟିକୁ ବାଛିଛନ୍ତି ତେବେ, ଆପଣ ଜଣେ ଆଶାବାଦୀ ଏବଂ ସର୍ବଦା ଖୁସିରେ ରହିବ ଭଳି ବ୍ୟକ୍ତି ଅଟନ୍ତି। ଆପଣ ଜଣେ ସ୍ଵାଭିମାନୀ ବ୍ୟକ୍ତି ଅଟନ୍ତି। କିନ୍ତୁ କାହା ଠାରୁ ସାହାର୍ଯ୍ୟ ନେବା ଆପଣଙ୍କୁ ପସନ୍ଦ ନୁହେଁ। ଆପଣ ଆପଣଙ୍କ ପାର୍ଟନରଙ୍କ ପ୍ରତି ସର୍ବଦା ବିଶ୍ବାସ କରିଥାନ୍ତି। ଆପଣ ସଚ୍ଚୋଟ ଏବଂ ଜିଦି ସ୍ୱଭାବର ଅଟନ୍ତି। ଆପଣ କେବଳ ନିଜର କାର୍ଯ୍ୟ ଉପରେ ଧ୍ୟାନ ଦେଇଥାନ୍ତି। ଅନ୍ୟ କାହା କଥାରେ ମୁଣ୍ଡ ପୁରେଇବାକୁ ପସନ୍ଦ କରନ୍ତି ନାହିଁ। ଆପଣ ଅଯଥାରେ ପଇସା ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି ନାହିଁ।
୨:- ଆପଣ ଯଦି ଲାଲି ରଙ୍ଗର ଫୁଲଟିକୁ ବାଛିଛନ୍ତି ତେବେ, ଆପଣ ଜଣେ ମେଳାପି ସ୍ୱଭାବର ବ୍ୟକ୍ତି ଅଟନ୍ତି। ଆପଣ ସହଜରେ ସମସ୍ତଙ୍କ ସହିତ ମିଶି ଯାଆନ୍ତି। ଆପଣ ଆପଣଙ୍କ ଜୀବନ ସାଥିଙ୍କ ଠାରୁ ସବୁବେଳେ ସଚ୍ଚୋଟତାର ଆଶା ରଖିଥାଆନ୍ତି। ମିଛ ଆପଣଙ୍କ ଜମା ବି ପସନ୍ଦ ନୁହେଁ। ଆପଣଙ୍କ ହୃଦୟ କମଳ ସ୍ୱଭାବର ହେଇଥାଏ। ଏପରି ବ୍ୟକ୍ତି ରୋମାଣ୍ଟିକ ସ୍ୱଭାବର ହେଇଥାନ୍ତି। ଆପଣଙ୍କ ବିବାହ ଲାଇଫ ଭଲରେ କରିଥାଏ। ସର୍ବଦା ଭଲ ଖାଇବା ଏବଂ ପିନ୍ଧିବା ପ୍ରତି ଧ୍ୟାନ ଦେଇଥାଆନ୍ତି।
୩:- ଆପଣ ଯଦି ହଳଦିଆ ରଙ୍ଗର ଫୁଲଟିକୁ ବାଛିଛନ୍ତି ତେବେ, ଆପଣ ଜଣେ ଖୁସି ସ୍ୱଭାବର ବ୍ୟକ୍ତି ଅଟନ୍ତି। ଆପଣ ନିଜେ ସର୍ବଦା ଖୁସି ରହିବା ସହିତ ଅନ୍ୟକୁ ମଧ୍ୟ ଖୁସିରେ ରଖିଥାଆନ୍ତି। ଆପଣ ମଧ୍ୟ ଅନ୍ୟଙ୍କୁ ସାହାର୍ଯ୍ୟ କରିବାରେ ଆନନ୍ଦ ଲାଭ କରୁଥାଆନ୍ତି।
ଆପଣ ନିଜର ଶତ୍ରୁ ହୁଅନ୍ତି କି ମିତ୍ର ହୁଅନ୍ତୁ ସମସ୍ତଙ୍କର ସାହାର୍ଯ୍ୟ କରିଥାନ୍ତି। ଏଭଳି ବ୍ୟକ୍ତି କାହା ସହିତ ବି ସହଜରେ ମିତ୍ରତା କରିପାରନ୍ତି। ପ୍ରାୟତଃ ଏହିପରି ବ୍ୟକ୍ତି ଧାର୍ମିକ ସ୍ୱଭାବର ହେଇଥାନ୍ତି। କାହା ବିଷୟରେ ଖରାପ ଚିନ୍ତା କରିବାକୁ ପସନ୍ଦ କରନ୍ତି ନାହିଁ।