ବାଛନ୍ତୁ ୨ଟି ମଧ୍ୟରୁ ଗୋଟିଏ ଆଉ ଜାଣନ୍ତୁ ଭଗବାନ ଆପଣଙ୍କ ପାଇଁ କଣ ରଖିଛନ୍ତି ଯାହା ଆପଣ ଜାଣିବା ଜରୁରୀ

 
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଏଥିପାଇଁ ଅନେକ ଲୋକ ଜ୍ୟୋତିଷ ମାନଙ୍କ ପରାମର୍ଶ ନେଇଥାନ୍ତି। ନିଜ ଭବିଷ୍ୟତ ସହିତ ଯୋଡିତ କଥା ମାନ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ଗଣନା କରିଥାନ୍ତି। ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ବିକଳ୍ପ ମାଧ୍ୟମରେ ଆପଣଙ୍କ ଭବିଷ୍ୟତ ସହିତ ଯୋଡିତ କିଛି ଘଟଣା ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ୩ଟି ନମ୍ବର ବା ଫୁଲ ମଧ୍ୟରୁ ବାଛନ୍ତୁ ଗୋଟିଏ ନମ୍ବର ବା ଫୁଲ ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ବିଷୟରେ।
ଦର୍ଶକବନ୍ଧୁ ଆମ ଭାରତରେ ରହୁଥିବା ଅଧିକାଂଶ ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ ରଖିଥାଆନ୍ତି। ପୁଣି ଜୀବନର ଅଧିକାଂଶ ସମସ୍ୟା ମନୁଷ୍ୟ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଥିବା ଉପାୟ ଦ୍ୱାରା ସେମାନେ ସେମାନଙ୍କର ସମସ୍ୟାର ସମାଧାନ କରିଥାଆନ୍ତି। ଏହା ବ୍ୟତୀତ ମନୁଷ୍ୟ ନିଜ ଭାଗ୍ୟର ଭବିଷ୍ୟ ବିଷୟରେ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇଥାଆନ୍ତି। ତେବେ ଦୁଇଟି ନମ୍ବର ବା ଫୁଲ ମଧ୍ୟରୁ ବାଛନ୍ତୁ ଗୋଟିଏ ନମ୍ୱର ବା ଫୁଲ ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତରେ ଆଗକୁ କଣ ହେବାକୁ ଯାଉଛି।
୧:- ଧଳାଫୁଲ- ଆପଣ ଯଦି ଧଳା ରଙ୍ଗର ଫୁଲଟିକୁ ବାଛିଛନ୍ତି ତେବେ, ଆପଣ ଜଣେ ଶକ୍ତିଶାଳୀ ସ୍ୱଭାବର ବ୍ୟକ୍ତି ଅଟନ୍ତି। ବର୍ତ୍ତମାନ ସମୟ ଆପଣଙ୍କ ପାଇଁ ଫଳଦାୟକ ରହିବ। ମନ୍ଦଦଶା କାରଣରୁ ମାଣିକ୍ୟ ରତ୍ନ ଧାରଣ କରନ୍ତୁ। ଧନ, ଯଶ ପାଇଁ ଆପଣ ଚିନ୍ତାରେ ଅଛନ୍ତି। କାହାର ଅନିଷ୍ଟା ଚିନ୍ତା କରନ୍ତୁନି। ପିତା ମାତାଙ୍କର ସେବା ଯତ୍ନ କରିବା ସହ ତାଙ୍କ ଉଦ୍ଦେଶ୍ୟରେ ଧ୍ୟାନ ଦିଅନ୍ତୁ। ଆପଣଙ୍କ ଆଗାମୀ ସମୟ ବହୁତ ଶୁଭ ରହିବାକୁ ଯାଉଅଛି। ଧର୍ଯ୍ୟର ସହିତ ଅପେକ୍ଷା କରନ୍ତୁ ଏବଂ ନିଜ ଇଷ୍ଟ ଦେବତାଙ୍କ ପ୍ରାର୍ଥନା କରନ୍ତୁ ଦେଖିବେ ଶୁଭଫଳ ନିଶ୍ଚିତ ପ୍ରାପ୍ତ ହେବ।
୨:- ଗୋଲାପିଫୁଲ- ଆପଣ ଯଦି ଦ୍ୱିତୀୟରେ ଗୋଲାପି ରଙ୍ଗ ଫୁଲଟିକୁ ବାଛିଛନ୍ତି ତେବେ, ଆପଣଙ୍କ ଏବେ ଅନେକ ସମସ୍ୟା ବା ଚିନ୍ତା ଦେଇ ଗତି କରୁଛନ୍ତି। ଆପଣଙ୍କର ଆଉ ବିଶେଷ ଅସୁବିଧା ହେବ ନାହିଁ। ମନ୍ଦଦଶା ଶେଷ ହୋଇଯିବା ପରେ ଏଣିକି ବହୁତ ଶୁଭ ସମୟ ଭୋଗ କରିବେ। ଅର୍ଥ ଅନାଟନ ଦୂର ହେବ। ପାରିବାରିକ ପାରିପାର୍ଶ୍ଵିକ ଅବସ୍ଥା ଆପଣଙ୍କ ପାଇଁ ଶୁଭ ଅନୁକୂଳ ହେବ। ଯଶ କୀର୍ତ୍ତି ଲାଭ କରିବେ। ବନ୍ଧୁମାନେ ପୁଣି ମିତ୍ରତା କରିବେ। ରାଜକୀୟ କ୍ଷେତ୍ରରେ ବହୁତ ଶୁଭ ଭୋଗ କରିବାକୁ ଯାଉଛନ୍ତି। ଆପଣଙ୍କ ଖରାପ ସମୟ ଯୋଗୁଁ ଆପଣ ଖର୍ଚ୍ଚାନ୍ତରେ ପଡ଼ି ଯାଉଥିଲେ ଏବେ ବିଶେଷ ଲାଭବାନ ହେବାକୁ ଯାଉଛି।