ରାସନ କାର୍ଡକୁ ନେଇ ଆସିଲା ବହୁତ୍ ବଡ଼ ଖବର ଦେଖନ୍ତୁ ଆସିବ ଏହି ବଡ଼ ପରିବର୍ତ୍ତନ ଏବଂ ଆରମ୍ଭ ହେବ ଏହି ପଦକ୍ଷେପ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ରାସନ୍ କାର୍ଡକୁ ନେଇ କିଛି ଖବର ଆସିଛି । ରାସନ୍ କାର୍ଡକୁ ନେଇ ଆସିଲା ବଡ ଖବର । ଯାଞ୍ଚ ହେବ ଆପଣଙ୍କ ରାସନ୍ କାର୍ଡ । ଯେଉଁମାନେ ରାସନ୍ କାର୍ଡ ପାଇବାକୁ ଯୋଗ୍ୟ ସେମାନେ ରାସନ୍ କାର୍ଡ ପାଇବେ । ରାସନ୍ କାର୍ଡ ପାଇଁ ଆପଣ ଯୋଗ୍ୟ ବିବେଚିତ ହେଲେ ଆପଣ ରାସନ୍ କାର୍ଡରେ ଚାଉଳ ପାଇବେ । 
ରାସନ୍ କାର୍ଡ ଏଭଳି ଅନେକ ଲୋକ ପାଉଛନ୍ତି ଯେଉଁମାନେ ଏହି କାର୍ଡ ପାଇଁ ଯୋଗ୍ୟ ନୁହଁନ୍ତି । ଏବେ ଏହି ସବୁ ତଥ୍ୟକୁ ନେଇ ସରକାର ରାସନ୍ କାର୍ଡକୁ ନେଇ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଯେଉଁମାନେ ଅଯୋଗ୍ୟ ବିବେଚିତ ହେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ରାସନ୍ କାର୍ଡ ଥିଲେ ମଧ୍ୟ ଆପଣ ସମ୍ପୂର୍ଣ୍ଣ ବିବରଣୀ ଆପଣଙ୍କ ଡିଲରଙ୍କୁ ନଦେଲେ ଆପଣ କାର୍ଡରେ ଚାଉଳ ଉଠାଇ ପାରିବେ ନାହିଁ । ସଂପୂର୍ଣ୍ଣ ଭାବରେ ଆପଣଙ୍କ ରାସନ୍ କାର୍ଡ ଯାଞ୍ଚ କରାଯିବ । ଆଉ ଯେଉଁମାନେ ଯୋଗ୍ୟ ତାଙ୍କୁ ରାସନ୍ ମିଳିବ ।
ଯେଉଁମାନେ ରାସନ୍ କାର୍ଡ ପାଇବାକୁ ଯୋଗ୍ୟ ନୁହଁନ୍ତି ଅର୍ଥାତ୍ ଯେଉଁମାନେ ଅଯୋଗ୍ୟ ସେମାନଙ୍କ କାର୍ଡ ରଦ୍ଦ କରି ଦିଆଯିବ । ରାଜ୍ୟରେ ରାସନ୍ କାର୍ଡ ଘୋଟାଲା ପାଇଁ ରାଜ୍ୟ ସରକାର ଆଣିଛନ୍ତି ନୂଆ ନିୟମ । ଏଭଳି ଅନେକ ରାସନ୍ କାର୍ଡ ହିତାଧିକାରୀଙ୍କ ମୃ-ତ୍ୟୁବରଣ ହୋଇଥିବା ବେଳେ ମଧ୍ୟ ତାଙ୍କ ନାଁରେ ରାସନ୍ ମିଳୁଛି । ଏଭଳି ଅନେକ ହିତାଧିକାରୀ ଅଛନ୍ତି ଯେଉଁମାନଙ୍କ ନାଁରେ ରାସନ୍ ମିଳୁଛି ସେମାନେ ରାସନ୍ ପାଇବା ପାଇଁ ଯୋଗ୍ୟ ନୁହନ୍ତି । ଏବେ ଏହି ସବୁ ଜିନିଷର ଯାଞ୍ଚ କରାଯାଉଛି । ଆଉ ଏଭଳି ଯାଞ୍ଚ କରିବା ପରେ ସତ ସାମ୍ନାକୁ ଆସିବ।
ରାଜ୍ୟରେ ପ୍ରାୟ ୫୦ ଲକ୍ଷ ହିତାଧିକାରୀ ଯୋଗ୍ୟ ହୋଇ ନଥିଲେ ମଧ୍ୟ ରାସନ୍ ପାଉଛନ୍ତି । କେଉଁଠାରେ କେତେ ହିତାଧିକାରୀ କାର୍ଡ ପାଇବାକୁ ଯୋଗ୍ୟ ନୁହନ୍ତି ବା ରାସନ୍ କାର୍ଡ ତାଙ୍କୁ ମିଳିବା ଉଚିତ୍ ନୁହେଁ । ଏହିସବୁ ତଥ୍ୟର ତଦନ୍ତ ଏବେ ହେବା ଦରକାର ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ । ନୂଆ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯିବ । ସରକାରୀ ଚାକିରିଆ ମାନଙ୍କୁ ଏଥିରୁ ବାଦ ଦିଆଯିବ । ପୂର୍ବରୁ ଯେଉଁ ସରକାର ଥିଲେ ସେ କିଛି ଏଭଳି ଯାଞ୍ଚ କରିନଥିବା ବେଳେ ନୂଆ ସରକାର ସବୁକିଛି ଯାଞ୍ଚ କରିବେ ଆଉ ଯୋଗ୍ୟ ବିବେଚିତ ବ୍ୟକ୍ତିଙ୍କୁ ରାସନ୍ କାର୍ଡ ଏବଂ ରାସନ୍ ମିଳିବ ବୋଲି କହିଛନ୍ତି ।