ପରିବାର କୁ ନିର୍ଦ୍ଧୁମ ମାଡ ଦେଇ.. ବଢିଲା ଝିଅ ସହ କଲେ ବ-ଳା-ତ୍କାର..

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ଜଣେ ପଡୋଶୀ ପୁଅ ଝିଅର ପରିବାରକୁ ଦରମରା କରି ନବଳିକ ସହ କରୁଥିଲା ଦୁ-ଷ୍କ-ର୍ମ ଉଦ୍ୟମ। ପଡୋଶୀ ପୁଅ ସନତ ସବୁ ମର୍ଯ୍ୟାଦାକୁ ଭୁଲି ନାବାଳିକା ସହ ଦୁ-ଷ୍କ-ର୍ମ କରିବାକୁ ଉଦ୍ୟମ କରିଥିଲା।
ତେବେ ସୂଚନା ଅନୁସାରେ ଗାଁର ବୈଷ୍ଣବ ସାହୁଙ୍କ ପରିବାର ବୈକୁଣ୍ଠ ସାହୁଙ୍କ ପରିବାର ମଧ୍ୟରେ ଦୀର୍ଘମାସ ଧରି ଜମି ବାଡ଼ିକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା। ବଡ଼ମ୍ବା ଥାନା ଓ ଗାଁର କମିଟି ବୈକୁଣ୍ଠ ପରିବାର ପକ୍ଷରୁ ବାରମ୍ଵାର ଅଭିଯୋଗ ସତ୍ବେ ବି ବଡ଼ମ୍ବା ପୋଲିସର ଉଦାସୀନତା ମନୋଭାବ ଯୋଗୁଁ ସେମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଇଥିଲେ। 
ତେବେ କୁହାଯାଉଛି ଯେ,ଏହି ରାଗରେ ବୈକୁଣ୍ଠଙ୍କର ନାବାଳିକା ଝିଅ କଲେଜରୁ ଅପରାହ୍ନରେ ଘରକୁ ଫେରୁଥିବା ବେଳେ ଅନ୍ୟପଟେ ବୈଷ୍ଣବଙ୍କ ପୁଅ ତାଙ୍କୁ ଦୁ-ଷ୍କ-ର୍ମ କରିବାକୁ ଉଦ୍ୟମ କରିଥିଲା। ହେଲେ ନାବାଳିକା ଝିଅଟି ଜୋରରେ ଚିତ୍କାର କରିବାରୁ ଝିଅର ଭାଇ ଆସି ଝିଅଟିକୁ ଉଦ୍ଧାର କରିଥିଲେ। ହେଲେ ଏଥିରେ ଅଭିଯୁକ୍ତ ଜଣଙ୍କ ଉତ୍ୟକ୍ତ ହେଇ ଆ-କ୍ର-ମ-ଣ କରିବାକୁ ଆରମ୍ଭ କରିଥିଲା। 
ତେବେ ଆ-କ୍ର-ମ-ଣର ଚିତ୍କାର ଶୁଣି ଆଲୋକଙ୍କର ମା ବାପା ଓ ଭାଇ ଆସି ଘଟଣାସ୍ଥଳରେ ପହଞ୍ଚି ଆଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିବା ସମୟରେ ଶନନ୍ତଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମିଳିତ ଭାବରେ ଆ-କ୍ର-ମ-ଣ କରିଥିଲେ। ତେବେ ଏହି ଆ-କ୍ର-ମ-ଣରେ ଅନେକ ଲୋକ ଆହତ ହେଇଛନ୍ତି। ସମସ୍ତ ଆହତଙ୍କୁ ସିଧାସଳଖ କଟକ ଡାକ୍ତରଖାନାକୁ ପଠାଯାଇ ସେଠାରେ ତାଙ୍କର ଚିକିତ୍ସା କରାଯାଉଛି।