ସାବଧାନ ଗୁପଚୁପ ଖାଇଲେ ହେବ କ୍ୟାନ୍ସର !! ଦେଖନ୍ତୁ ଆସିଲା ଏବେ ଏବେ ବହୁତ୍ ବଡ଼ ଖବର

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ତ ଜାଣିଥିବେ ଗୁପଚୁପ ହେଉଛି ପ୍ରାୟ ସମସ୍ତଙ୍କର ଏକ ପ୍ରିୟ ଖାଦ୍ୟ । ଲୋକମାନେ ଗୁପଚୁପ ଖାଇବାକୁ ଭଲ ପାଇଥାନ୍ତି । ବଡ ହୁଅନ୍ତୁ ବା ଛୋଟ ପିଲା ସମସ୍ତଙ୍କର ପ୍ରିୟ ଗୁପଚୁପ ହୋଇଥାଏ । ଏବେ ଯଦି ଆପଣ ଗୁପଚୁପ ଖାଉଛନ୍ତି ତାହେଲେ ସାବଧାନ ହୋଇ ଯାଆନ୍ତୁ । 
ଗୁପଚୁପ ଖାଉଥିଲେ ଏହି ଖବର ନିଶ୍ଚୟ ଭାବରେ ଜାଣି ନିଅନ୍ତୁ । ଅନେକ ରିସର୍ଚ୍ଚରୁ ଜଣାପଡ଼ିଛି କି ଗୁପଚୁପ ଖାଇଲେ କ୍ୟାନସର ହେଉଛି । ଗୁପଚୁପ କ୍ୟାନସର ରୋଗ ସୃଷ୍ଟି କରୁଛି । ଗୁପଚୁପରେ କ୍ୟାନସର ସୃଷ୍ଟି କରୁଥିବା କେମିକାଲ ମିଶୁଛି ବୋଲି ଜଣାପଡିଛି । ୨୬୦ ଗୁପଚୁପ ବେପାରୀଙ୍କ ସାମ୍ପଲ ନେଲା FSSAI ଟିମ୍ । ଯଦି ଆପଣ ଗୁପଚୁପ ଖାଇବାକୁ ପସନ୍ଦ କରନ୍ତି ତାହେଲେ ଆପଣଙ୍କ ପାଇଁ ଆସିଲା ଖରାପ ଖବର । ଅନେକ ସମୟରେ ଅନେକ ଲୋକ ଗୁପଚୁପ ଖାଇବାକୁ ପସନ୍ଦ କରିଥାନ୍ତି । 
ଯଦି ଆପଣ ବି ଗୁପଚୁପ ଅନେକ ସମୟରେ ଖାଇବାକୁ ପସନ୍ଦ କରନ୍ତି ତାହେଲେ ହୋଇଯାଆନ୍ତୁ ସାବଧାନ । ଗୁପଚୁପ ଖାଉଥିଲେ ସତର୍କ ହୋଇଯାଆନ୍ତୁ । FSSAI ଟିମ୍ ୨୬୦ ଗୁପଚୁପ ବେପାରୀଙ୍କ ଗୁପଚୁପ ନେଇ ରିସର୍ଚ୍ଚ କରିବା ପରେ ଏହି ତଥ୍ୟ ସବୁ ସାମ୍ନାକୁ ଆସିଛି । ୨୪୭ଟି ଗୁପଚୁପ ଦୋକାନୀଙ୍କ ଗୁପଚୁପ ଯାଞ୍ଚ କରିବା ପରେ ଜଣାପଡ଼ିଲା କି ସେମାନଙ୍କ ଗୁପଚୁପରେ ନକଲି ରଙ୍ଗ ମିଶିଛି । ଯାହା କ୍ୟାନସର ସୃଷ୍ଟି କରିଥାଏ । ରାସ୍ତାକଡ଼ରେ ଠେଲା ଗାଡ଼ିରେ ବିକ୍ରି ହେଉଥିବା ଗୁପଚୁପ ସତରେ ବହୁତ ଖରାପ । 
ଏହି ଗୁପଚୁପ କ୍ୟାନସର ସୃଷ୍ଟି କରିପାରେ ବୋଲି ରିପୋର୍ଟ ଆସିଛି । ଚଟପଟା ଲାଗୁଥିବା ଏହି ଗୁପଚୁପ କେତେବେଳେ କାହାର ଜୀବନ ନେଇଯିବ ତାହା କହିହେବ ନାହିଁ । ଏହା ସ୍ବାସ୍ଥ୍ୟ ଖରାପର କାରଣ ବୋଲି ଜଣାପଡିଛି । ବର୍ତ୍ତମାନ। ଗୁପଚୁପରେ ଏଭଳି କେମିକାଲ ମିଶିଛି ବୋଲି ଜଣାପଡିବା ପରେ ଗୁପଚୁପକୁ ଭଲପାଉଥିବା ଲୋକଙ୍କ ମନରେ ଆଘାତ ଲାଗିଛି ବୋଲି ଜଣାପଡିଛି । ଏବେ ଯଦି ଆପଣ ଗୁପଚୁପ ଖାଉଛନ୍ତି ତାହେଲେ ସାବଧାନ ହୋଇ ଯାଆନ୍ତୁ । ଏହି ଗୁପଚୁପ ଆପଣଙ୍କ ଶରୀରରେ ରୋଗ ସୃଷ୍ଟି କରିପାରେ ବୋଲି ଜଣାପଡିଛି ।