ଆପୋଲୋ ହସ୍ପିଟାଲ ରାଜନୀତି !! ଦେଖନ୍ତୁ ବୃଦ୍ଧଙ୍କୁ ମାରିବା ପଡ଼ିଲା ମହଙ୍ଗା

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚିକିତ୍ସା ବଦଳରେ ନି-ର୍ଯା-ତ-ନା ଦେଉଛି ଆପୋଲୋ ହସ୍ପିଟାଲ୍। ସୁସ୍ଥ ହେଲା ପରେ ବ୍ୟକ୍ତି ଜଣଙ୍କ ନିଜେ କହିଥିଲେ କେମିତି ତାଙ୍କୁ ଦିଆଯାଉଥିଲା ନି-ର୍ଯା-ତ-ନା। ବ୍ୟକ୍ତି ଜଣଙ୍କ ଛାତି କାଟୁଛି ବୋଲି କହିବାରୁ ନିର୍ଦ୍ଧୁମ ପିଟିଥିଲେ ନର୍ସ। ବ୍ୟକ୍ତିଙ୍କ ଛାତିରେ ଯ-ନ୍ତ୍ର-ଣା ହେଉଥିବାରୁ ଚିକିତ୍ସା ନିମନ୍ତେ ଆପୋଲୋ ହସ୍ପିଟାଲ୍ ଆସିଥିଲେ। ହେଲେ ସେହି ହସ୍ପିଟାଲରେ ଚିକିତ୍ସା କରିବା ସହିତ ରୋଗୀକୁ ମାଡ଼ ମାରିବା ସହିତ ଯ-ନ୍ତ୍ର-ଣା ମଧ୍ୟ ଦିଆଯାଇଥିଲା। 
ତେବେ ବ୍ୟକ୍ତି ଜଣଙ୍କ ଆପୋଲୋ ହସ୍ପିଟାଲରେ ତିନିଦିନ ପଡ଼ିଥିଲେ କିନ୍ତୁ ବିଲ ହେଇଥିଲା ୭ ଲକ୍ଷ ଟଙ୍କା। ତା ସହିତ ବ୍ୟକ୍ତି ଜଣଙ୍କ ହସ୍ପିଟାଲରୁ କେମିତି ମାଡ଼ ଯ-ନ୍ତ୍ର-ଣା ପାଉଥିଲେ ଭଲ ହେବା ପରେ ସବୁ ଖୋଲି କହିଥିଲେ। ଜଣେ ବୟସ୍କ ବ୍ୟକ୍ତି ଆଉ ଶିକ୍ଷିତ ମଧ୍ୟ ତାଙ୍କ ସହିତ ଘଟିଛି ଏକ ଅଭାବନୀୟ ଘଟଣା। ବ୍ୟକ୍ତି ଜଣଙ୍କ ହେଉଛନ୍ତି ମୟୁରଭଞ୍ଜ କରଞ୍ଜିଆରର ଗିରିଧାରୀ ପୃଷ୍ଟି। 
କିଛିଦିନ ପୂର୍ବରୁ ଛାତିରେ ଯ-ନ୍ତ୍ର-ଣା ହେବାରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଯାଇଥିଲେ। ଚିକିତ୍ସା ବି ଆରମ୍ଭ ହେଇଯାଇଥିଲା। ମାତ୍ର ରାତିରେ ବ୍ୟକ୍ତି ଜଣଙ୍କର ଅତ୍ୟଧିକ ଛାତିରେ ଯ-ନ୍ତ୍ର-ଣା ହେବାରୁ ଔଷଧ ପାଇଁ ଡାକ୍ତର ଏବଂ ନର୍ସଙ୍କୁ କାନ୍ଦି କାନ୍ଦି କହିଥିଲେ। ହେଲେ ଔଷଧ ଦେବା ବଦଳରେ ବ୍ୟକ୍ତି ଜଣଙ୍କୁ ବେଡ଼ରେ ବାନ୍ଧିବା ସହିତ ଯ-ନ୍ତ୍ର-ଣା ଦେଇଥିବା ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। 
ଆଉ ଏହା ସହିତ ଆପୋଲୋ ହସ୍ପିଟାଲର କତୃପକ୍ଷଙ୍କୁ ମଧ୍ୟ ଅଭିଯୋଗ କରିଥିଲେ। ହେଲେ ଦିନ ପରେ ଦିନ ଗଡୁଥିଲେ ମଧ୍ୟ କତୃପକ୍ଷ ପ୍ରତିଶ୍ରୁତି ଦେଇ ଭୁଲି ଯାଇଥିଲେ। ଏମିତି ଆଜି ମଧ୍ୟ ଅ-ତ୍ୟା-ଚା-ର କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଅଧିକାରୀ। ତେବେ ଏବେ ଦେଖିବାକୁ ବାକି ରହିଲା ଏତେ ଟଙ୍କା ସାରି ଚିକିତ୍ସା ହେବାକୁ ଆସିଥିବା ଗିରିଧାରୀଙ୍କୁ ଯେଉଁଭଳି ଭାବେ ଯ-ନ୍ତ୍ର-ଣା ଦିଆଯାଇଛି ତାଙ୍କୁ କେବେ ମିଳୁଛି ନ୍ୟାୟ।