ଏହି କାରଣ ପାଇଁ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ଅମିତ୍ ଶାହା ଦେଖନ୍ତୁ Exclusive

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ ଖବର ଜାଣିବା ସହ ଦେଶର ରାଜନୀତିକୁ ନେଇ ଏବେ ଆସିଥିବା ଖବର ଆପଣମାନେ ପାଇପାରିବେ । ଆପଣମାନେ ସମସ୍ତେ ରାଜନୀତି ବିଷୟରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଗୃହମନ୍ତ୍ରୀ ଅମିତ୍ ଶାହା କଣ ସବୁ କହିଛନ୍ତି ତାହା ଜାଣିପାରିବେ । ଗୃହମନ୍ତ୍ରୀ ଅମିତ୍ ଶାହା ଅନେକ କିଛି କଥା କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ।
ଓଡ଼ିଶାରେ ୨୪ ବର୍ଷ ଶାସନ କରିଥିଲେ ବିଜେଡି ସରକାର । ଆଉ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ କିଛି ଖବର ଆସିଛି । ଆପଣମାନେ ସମସ୍ତେ ଏହି ଖବର ବିଷୟରେ ଜାଣିପାରିବେ । ଗୃହମନ୍ତ୍ରୀ ଅମିତ୍ ଶାହା ସଂସଦରେ ଅମିତ୍ ଶାହାଙ୍କ ନାମ ନେଇ ପ୍ରଶଂସା କରିଲେ । ରାଜନୀତିରେ କେଉଁ ଦଳ କେତେବେଳେ ଶାସନ ଗାଦି ସମ୍ବାଳି ଥାଏ । କିନ୍ତୁ କେଉଁ ଶାସକ କେମିତି ଶାସନ ଗାଦି ଚଳାଇଛି ତାହାକୁ ନେଇ ଏବେ ଆସିଛି ଖବର । କେଉଁ ନେତା କେଉଁ ଭଳି କାର୍ଯ୍ୟ କରିଛନ୍ତି ତାହା ସବୁବେଳେ ଚର୍ଚ୍ଚା ହୋଇଥାଏ ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା ସଂସଦରେ ଉଠିଛି । କେରଳ ରାଜ୍ୟର ଓୟୋନାଡ଼ିରେ ଭୂସ୍ଖଳନ ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୧୩୦ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଆଉ ୧୨୮ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଉ ମାଟି ତଳେ ୪୦୦ ରୁ ଅଧିକ ପରିବାର ଚାପି ହୋଇ ଯାଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଜଣାପଡିଛି । ଏବେ ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି । ବୁଧବାର ଦିନ ମନ୍ତ୍ରୀ ଅମିତ୍ ଶାହା ଏହି ବିଷୟରେ ନିଜର ମତ ରଖିଛନ୍ତି । 
କେରଳ ସରକାର ଏହାକୁ ଅଣଦେଖା କରିଛନ୍ତି ବୋଲି ଜଣାପଡିଛି । କେରଳ ସରକାରଙ୍କୁ ସେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉଦାହରଣ ଦେଇଥିଲେ । ସେ ଅନେକ କଥା କହିଥିଲେ । ଓଡ଼ିଶାରେ ସାଇକ୍ଲୋନ ଆସିବାର ଚେତାବନୀ ଯେତେବେଳେ ସରକାର ଦେଇଥିଲେ ସେତେବେଳେ କାହାର କିଛି କ୍ଷତି ହୋଇନଥିଲା । ଆଉ ଏବେ ସରକାର ଏହି ବିଷୟରେ ଜାଣିବା ଦରକାର । ଏବେ କେରଳ ରାଜ୍ୟରେ ଏଭଳି ଅବସ୍ଥା ହୋଇଛି ଯାହାକୁ ନେଇ ଏବେ ସବୁଠି ଚିନ୍ତା । ଏବେ ଏହାକୁ ନେଇ ଆସିଛି ଖବର । ଏହି କଥାକୁ ନେଇ ସଂସଦରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରାଯାଇଛି ।