ସମ୍ବଲପୁରରେ ଧରା ପଡ଼ିଲେ ସବୁ ବଙ୍ଗଲାଦେଶୀ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର
Aug 12, 2024, 19:46 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
ତେବେ ବନ୍ଧୁଗଣ ଏବେ ସମ୍ବଲପୁରରୁ ଧରାପଡିଲେ ସବୁ ବାଂଲାଦେଶୀ। ପରିଚୟ ଲୁଚାଇ ସମ୍ବଲପୁରରେ ଶ୍ରମିକ ଭାବରେ କାମ କରୁଥିଲେ। ଖୋଜି ଖୋଜି ବଙ୍ଗଳାଦେଶୀଙ୍କୁ ବାହାର କଲା ସମ୍ବଲପୁର ବିଜେପି। ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ଆ-କ୍ର-ମ-ଣ ବଢିବାରେ ଲାଗିଛି। ଅତ୍ୟାଚାରର ଶୀକାର ହେଉଛନ୍ତି ହିନ୍ଦୁ ମାନେ। କିଛି ହିନ୍ଦୁ ମାନଙ୍କର ହ-ତ୍ୟା କରାଯାଇଥିବା ଖବର ମଧ୍ୟ ଶୁଣିବାକୁ ମିଳିଲାଣି। ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି ସମ୍ବଲପୁରରେ।
ହିନ୍ଦୁ ମାନଙ୍କୁ ଅତ୍ୟାଚାର ହେଉଥିବାରୁ ସମ୍ବଲପୁରରେ ବାଂଲାଦେଶୀ ମାନଙ୍କୁ ବାହାର କରାଯାଇଛି। ବାଂଲାଦେଶୀ ହିନ୍ଦୁ ମାନଙ୍କୁ ଥାନାରେ ଜାମା ଦେଇଛନ୍ତି ସମ୍ବଲପୁର ବିଜେପି। ଯଦି ଦେଖିବା ବିଜେପି ଯୁବ ଗୋଷ୍ଠୀଙ୍କ ପକ୍ଷରୁ ଏକ କନଷ୍ଟ୍ରୋକ୍ସନ୍ ହେଉଥିବା ସ୍ଥାନରୁ ବାଂଲାଦେଶୀ ଲେବରଙ୍କୁ ଅଇଁଠାପାଲି ଥାନାରେ ଜିମା ଦିଆଯାଇଛି। ବିଭିନ୍ନ ସମୟରେ ବାଂଲାଦେଶୀ ଶ୍ରମିକ ମାନେ ସମ୍ବଲପୁରରେ ବିଭିନ୍ନ ସ୍ଥାନ ମାନଙ୍କୁ କାମ କରିବା ପାଇଁ ଆସିଥାନ୍ତି।
ମୁର୍ସିଦାବାଦ୍ ଆଧାର କାର୍ଡ ଧରି ଏମାନେ ୱେଷ୍ଟବେଙ୍ଗଲର ବୋଲି ନିଜକୁ ପରିଚୟ ଦିଅନ୍ତି। ହେଲେ ଏମାନଙ୍କର ପ୍ରକୃତ ପରିଚୟ ହେଉଛି ବାଂଲାଦେଶ। ଏଭଳି ପାଖାପାଖି ୪୦ ଜଣ ଯୁବକଙ୍କୁ ଗତକାଲି ସମ୍ବଲପୁର ଅଇଁଠାପାଲି ଥାନାରେ ଜିମା ଦେଇଛି ବିଜେପି ଯୁବ ଗୋଷ୍ଠୀ। ପୋଲିସ ଆଧାର କାର୍ଡ ଯାଞ୍ଚ ବି କରିଥିଲା। ହେଲେ ସେମାନଙ୍କ ଆଧାର କାର୍ଡ ତଥ୍ୟ ପୋଲିସ ଜାଲ ଥିବା ଜାଣିବାକୁ ପାଇଛି।