ବବି ଦାସଙ୍କ ମହଲ ଭାଙ୍ଗିଲା ପରେ ମୁଁହ ଖୋଲିଲେ ସ୍ଥାନୀୟ ଲୋକେ ଦେଖନ୍ତୁ କଣ କହିଲେ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଅନେକ କିଛି ଖବର ଆସୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ସମସ୍ତେ ତ ବିଧାୟକ ବବି ଦାସଙ୍କୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ । ଏହି ବିଧାୟକ ଜଣଙ୍କ ନାଁରେ ଅନେକ କଥା ଆସୁଛି । ଆଉ ଏହି ବିଧାୟକ ଜଣକ ବିଷୟରେ ଆପଣମାନେ ଅନେକ କିଛି କଥା ସୋସିଆଲ ମିଡିଆରେ ଶୁଣିଥିବେ । ଏହି ବିଧାୟକ ଜଣକ ଏବେ ଫସି ଯାଇଛନ୍ତି ।
ତାଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଉ ଏବେ ତାଙ୍କୁ ନେଇ ଅନେକ କଥା କହିଛନ୍ତି । ସରକାରୀ ଖାତାରେ ବିଧାୟକ ବବି ଦାସଙ୍କ ଘରେ ୯ ଲକ୍ଷ ଖର୍ଚ୍ଚ ହୋଇଛି ବୋଲି ସୂଚନା ଥିବା ବେଳେ ତାଙ୍କ ଆଲିସାନ ବଙ୍ଗଳାରେ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଅନେକ କଥା ଆସୁଛି । ସରକାରଙ୍କ ଅନୁମତି ସେ ନେଇ ନାହାଁନ୍ତି । ମାଫିଆ, ଖଣି ମାଫିଆ ଆଉ ଠିକାଦାରଙ୍କ ଟଙ୍କାରେ ସେ ଏହି ଆଲିଶାନ ଘର କରିଥିଲେ । ବବି ଦାସ ଅନେକ କିଛି କରିଥିଲେ । 
ତାଙ୍କ ଆଲିସାନ ବଙ୍ଗଳା ଭଙ୍ଗାକୁ ନେଇ ଏଭଳି ସବୁ କହିଛନ୍ତି ସୂଚନା ଅଧକାରୀ । ସରକାର ଖାତାରେ ଗୋଟିଏ କଥା ଆଉ ସାମ୍ନାକୁ ଆସୁଛି ଗୋଟିଏ କଥା । ସରକାରଙ୍କ କଥାରେ ୧ ଲକ୍ଷ ୩୦ ହଜାର ଟଙ୍କା ନେଇପାରିବେ କିନ୍ତୁ ବବି ଦାସ କିଭଳି ୯ ଲକ୍ଷ ଟଙ୍କା ଗୋଟିଏ ଆର୍ଥିକ ବର୍ଷରେ ନେଲେ ତାହା ତଦନ୍ତ ସାପେକ୍ଷ ବୋଲି ସୂଚନା ଅଧିକାରୀ କହିଛନ୍ତି । ସରକାରୀ ଘରର କୌଣସି କାମ କରିବା ପୂର୍ବରୁ ସରକାରଙ୍କ ନିଷ୍ପତି ନେବା ଉଚିତ୍ । ସେ ସରକାରଙ୍କ ଅନୁମତି ବିନା ଏତେ ଟଙ୍କା ଖର୍ଚ୍ଚ କରିଥିଲେ ।
ବିଧାୟକ ବବି ଦାସଙ୍କୁ ଗିରଫ କରି ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ଉଚିତ୍ ବୋଲି ସୂଚନା ଅଧିକାରୀ କହିଛନ୍ତି । ତଦନ୍ତ ପରେ ଅନେକ କଥା ସାମ୍ନାକୁ ଆସିବ ବୋଲି ଜଣାପଡିଛି । ଓଡ଼ିଶାରେ ବିଜୁ ଜନତା ଦଳ ସରକାରଙ୍କ ଦୁଇଟି ଘର ନିଜ ଦାୟିତ୍ୱରେ ନେଇଛନ୍ତି । ଏଭଳି ଜଣେ ପୋଲିସ ଅଧିକାରୀ କରିଥିଲେ ବୋଲି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲା । ବବି ଦାସ କାହିଁକି ଏଭଳି ଘର ନେଲେ ଆଉ ଏତେ ଟଙ୍କା ଖର୍ଚ୍ଚ କରିଲେ । ଆଉ ଜଣେ ବିଧାୟକ ହୋଇ ଏଭଳି କରିବା ଉଚିତ୍ ନୁହେଁ । ଏବେ ଏହାକୁ ନେଇ ଅନେକ କଥା ସୂଚନା ଅଧିକାରୀ କହିଛନ୍ତି ।