ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ନବୀନଙ୍କୁ ନେଇ ବଡ଼ କଥା କହିଦେଲେ ସୁର ରାଉତରାୟ ଦେଖନ୍ତୁ କଣ କହିଲେ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ଜାଣିଥିବେ । ଏହି ନେତା ଜଣକ ସବୁବେଳେ ତାଙ୍କ କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସେ ଅନେକ ପ୍ରକାରର ମନ୍ତବ୍ୟ ଦେଇଥାନ୍ତି । ଏବେ ସେ ଯାହା କହିଛନ୍ତି ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଆପଣମାନେ ତ ଜାଣିଥିବେ ଓଡ଼ିଶାରେ ବିଜେପି ଶାସନ ଚାଲିବ । ଆଉ ଏବେ ବିଜେପି ଦଳର ନେତା ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।
ଏବେ କଂଗ୍ରେସ ନେତା ସୁର ରାଉତରାୟ ବିଜେପି ଦଳର ନେତା ମୁଖ୍ୟମନ୍ତ୍ରୀ ହୋଇସାରିବା ପରେ ସେ ନବୀନ ପଟ୍ଟନାୟକଙ୍କୁ ନେଇ କିଛି କଥା କହିଛନ୍ତି । ସେ ମୋଦୀଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଓଡ଼ିଆ ମାନଙ୍କର ଦାବି ପୂରଣ କରିଛନ୍ତି । ବହୁତ ଦିନରୁ ବନ୍ଦ ଥିବା ପୁରୀର ଦ୍ଵାର ଖୋଲାଯାଇଛି । ପୁରୀର ଚାରିଦ୍ୱାର ଏବେ ଖୋଲା । ବିରାଟ ଆନ୍ଦୋଳନ କଂଗ୍ରେସ ମଧ୍ୟ ଖୋଲିଛି । ଚାରି ଦ୍ଵାର ଖୋଲିବାକୁ ଦାବି କରିଥିବା ପରେ ଏବେ ଚାରି ଦ୍ଵାର ଖୋଲା ଯାଇଛି । ଆଉ ଅନେକ କିଛି ଖବର ଆସିଛି । 
ଏବେ ମୋଦୀ ଚାରି ଦ୍ଵାର ଖୋଲିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଅନେକ ଖବର ଆସୁଛି । ରତ୍ନ ଭଣ୍ଡାର ଖୋଲିବାକୁ ମଧ୍ୟ ଲୋକମାନେ ଦାବି କରିଛନ୍ତି । ପ୍ରଭୁ ଜଗନ୍ନାଥ ହେଉଛନ୍ତି ବିଶ୍ୱର ଠାକୁର । ଆଉ ତାଙ୍କର ରତ୍ନ ଭଣ୍ଡାର ଖୋଲି କେତେ କଣ ଅଛି ଲୋକମାନଙ୍କୁ ଦେଖାଇ ଦିଅ ବୋଲି ସୁର ରାଉତରାୟ କହିଛନ୍ତି । ଓଡ଼ିଶାର ଡାକ୍ତରଖାନା, ଏବଂ ସବୁ ପ୍ରକାରର କଥାକୁ ନେଇ ସେ ଅନେକ କଥା କହିଛନ୍ତି । ପ୍ରଧାନମନ୍ତ୍ରୀ ଆସିବେ ଆଉ ଅନେକ କଥା କହିବେ । ସେ ରୋଡ ଶୋ କରିବେ ।
ମୁଖ୍ୟମନ୍ତ୍ରୀ ଯିଏ ହୁଅନ୍ତୁ ତାଙ୍କ ପାଖକୁ ସେ ଅସୁବିଧା ନେଇ ଯିବେ । ଆଉ ସେ ଅସୁବିଧା କଥା ତାଙ୍କୁ କହିବେ । ସେ ରାସ୍ତା ଆଦି ଯେଉଁ ସବୁ ଅସୁବିଧା କଥା, ମନ୍ଦିରକୁ ନେଇ ଆସୁଥିବା କଥା ସବୁ ପ୍ରକାରର କଥାକୁ ମୁଖ୍ୟମନ୍ତ୍ରୀଙ୍କୁ କୁହାଯିବ । ସେ ସବୁ ସମସ୍ୟାର ସମାଧାନ କରିବେ । ଏଭଳି ଅନେକ କଥା ଏବେ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ସବୁ ପ୍ରକାରର କଥା ଜାଣିବା ସହ ଅନେକ କିଛି ଖବର ପାଇପାରିବେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।