ଅନେକ ଦିନ ପରେ ସାମ୍ନାକୁ ଆସି ନିଜ ମନ କଥା କହିଲେ ରାଜ ରାଜେଶ ଦେଖନ୍ତୁ କଣ କହିଲେ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିପାରିବେ । ଆପଣମାନେ ସମସ୍ତେ ଆଲବମ ଏବଂ ଓଲିଉଡ ଜଗତର ଅଭିନେତା ରାଜ ରାଜେଶଙ୍କୁ ଜାଣିଥିବେ । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଏବେ ଏହି ଅଭିନେତା ଜଣକ ସାକ୍ଷାତକାରରେ ଅନେକ କଥା କହିଛନ୍ତି ।
ଅନେକ ଧାରାବାହିକ ଏବଂ ଫିଲ୍ମ୍ ପରେ ଆଉ ଏକ ଫିଲ୍ମରେ ନଜର ଆସିଛନ୍ତି ଅଭିନେତା ରାଜ ରାଜେଶ୍ । ଅଭିନେତା ରାଜ ରାଜେଶ୍ ଏବେ ଚନ୍ଦ୍ରବଂଶୀ ଫିଲ୍ମରେ ନଜର ଆସିଛନ୍ତି । ଏବେ ସେ ଆଗ ଅପେକ୍ଷା ବହୁତ ସୁନ୍ଦର ଦେଖା ଯାଉଛନ୍ତି । ଏହି ଫିଲ୍ମରେ ଅନେକ କଳାକାର ଅଛନ୍ତି । ଆଉ ଏହି ଫିଲ୍ମରୁ ସେ ଅନେକ କଥା ଶିଖିଛନ୍ତି । ତାଙ୍କୁ ଏହି ଫିଲ୍ମରେ ଅଭିନେତାମାନେ ଅନେକ କଥା ଶିଖାଇବା ସହ ତାଙ୍କ ସହିତ କାମ କରି ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । 
ଏହି ଫିଲ୍ମରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ ଏବଂ ଆଉ କିଛି ଅଭିନେତା ଅଭିନୟ କରିଛନ୍ତି । ରଜରେ ତାଙ୍କର ଫିଲ୍ମ୍ ପାଇଁ ତାଙ୍କୁ ସପୋର୍ଟ କରନ୍ତୁ ବୋଲି ସେ କହିଛନ୍ତି । ରଜରେ ଏହି ଫିଲ୍ମ୍ ରିଲିଜ୍ ହେବ ଆଉ ଏହି ଫିଲ୍ମ୍ ଦେଖିବାକୁ ଲୋକମାନେ ଅପେକ୍ଷା କରିଛନ୍ତି ଆଉ ଫିଲ୍ମ ବହୁତ ଭଲ ହୋଇଛି ବୋଲି ଜଣାପଡିଛି । ଯେଉଁ ଅଭିନେତ୍ରୀ ଏହି ଅଭିନେତା ଜଣଙ୍କର ଆଖିକୁ ଦେଖୁଛନ୍ତି ତାଙ୍କୁ ସେ ଦେଖି ବହୁତ ଖୁସି ହୁଅନ୍ତି । ତାଙ୍କ ଆଖିତ୍ର ସେ ଯାଦୁ କରି ଦେଉଛନ୍ତି ।
ତାଙ୍କ ଆଖି ବହୁତ ସୁନ୍ଦର । ତାଙ୍କ ଆଖି ଦେଖି କେହି ଚିଡାନ୍ତି ନାହିଁ । ପାଖରୁ ସୁଟିଂ ହେଲେ ତାଙ୍କ ସଟ ବହୁତ ଭଲ ହୋଇଥାଏ । ତାଙ୍କ ଜୀବନରେ ଅନେକ କିଛି ଘଟଣା ଘଟିଛି ଆଉ ଏହାକୁ ନେଇ ଅନେକ କଥା ଆସୁଛି । ସେ କାହାକୁ ଧୋକା ଦେଇ ନାହାନ୍ତି ଆଉ ତାଙ୍କ ଜୀବନରେ ଏମିତି ସବୁ ଘଟି ଯାଇଛି ଯାହା ଘଟିବା କଥା । ଏବେ ସେ ତାଙ୍କ ଜୀବନରେ ଖୁସି ଅଛନ୍ତି ଆଉ ଏହି ଜୀବନରେ ସେ ତାଙ୍କ ଲାଇଫ ସହିତ ରହି ବହୁତ ଖୁସି ଅଛନ୍ତି । ସେ କୌଣସି ଜିନିଷକୁ ଡରୁ ନାହାଁନ୍ତି । ଏଭଳି ଅନେକ କଥା ଏହି ଅଭିନେତା ଜଣକ କହିଛନ୍ତି ।