ସ୍ତ୍ରୀକୁ ହ-ତ୍ୟା କରି ସାରା ରାତି ପାଖରେ ଧରି କୁଣ୍ଢାଇ ଶୋଇଲା ସ୍ତ୍ରୀ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର
Updated: Jul 24, 2024, 19:47 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଯେଉଁ ଘଟଣା ଶୁଣିବେ ତାହା ଶୁଣିଲେ ଆଶ୍ଚର୍ଯ୍ୟ ହେବା ସହ ଅନେକ କିଛି କଥା ଭାବିବେ । ମନୁଷ୍ୟର ପରମ ଶତ୍ରୁ ହେଉଛି କ୍ରୋଧ । ଆଉ ମଣିଷ କ୍ରୋଧରେ କଣ ସବୁ କରି ଦେଇଥାଏ ତାହା କେହି ଜାଣିପାରନ୍ତି ନାହିଁ । ଏବେ ଏମିତି କିଛି ପାଟି ଝଗଡ଼ାକୁ ନେଇ ଆସିଛି ଖବର ।
ସ୍ବାମୀ ଏବଂ ସ୍ତ୍ରୀ ଉଭୟ ମହୁଲି ପିଇ ଯାଇଥିଲେ । ଆଉ ସେମାନେ ମହୁଲି ପିଇ ଆସିବା ପରେ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଆଉ ଏହି ପାଟି ତୁଣ୍ଡରେ ଏଭଳି କିଛି ଘଟିଥିଲା ଯାହା ଆଶ୍ଚର୍ଯ୍ୟ କରାଇଦେବ । ପୁରା ପରିବାର ଲୋକେ ସେପଟେ ଥିବା ବେଳେ ବେଡ଼ରୁମରେ ସ୍ବାମୀ ଆଉ ସ୍ତ୍ରୀ ଝଗଡ଼ା କରୁଥିଲେ । ଆଉ ଏହି ଝଗଡ଼ା ହେବା ପରେ ସ୍ୱାମୀଙ୍କୁ ପାରି ନଥିଲା ସ୍ତ୍ରୀ । ଆଉ ଶେଷରେ ସ୍ତ୍ରୀ ଜଣକ ସହିତ ଏଭଳି କରିଦେଇଥିଲା ସ୍ବାମୀ ଜଣକ । ସ୍ବାମୀ ଜଣକ ସ୍ତ୍ରୀର ଜୀବନ ନେବାକୁ ବି ପଛାଇ ନଥିଲେ ।
ସ୍ବାମୀ ଜଣକ ସ୍ତ୍ରୀର ମୁଣ୍ଡକୁ ପଥରରେ ଛେଚି ଦେଇଥିଲା । ଆଉ ଏହାପରେ ସ୍ତ୍ରୀର ଜୀବନ ଚାଲି ଯାଇଥିଲା । ସ୍ବାମୀ ଜଣକ ସ୍ତ୍ରୀକୁ ପିଟିବା ସହିତ ଅତି ନିର୍ମମ ଭାବରେ ସ୍ତ୍ରୀକୁ ହ-ତ୍ୟା କରିଛି । ଏଭଳି ଏକ ଘଟଣା ଘଟିଛି ଖୁଣ୍ଟା ଥାନା ବାଲିଚଲା ଗାଁରେ । ମିଳିଥିବା ସୂଚନା ଅନୁସାରେ ଶୁକଦେବ ସିଂ ବଜାରୁ ଘରକୁ ଆସିଥିଲେ । ଆଉ ସେ ଘରକୁ ଆସିବା ପରେ ଉଭୟ ସ୍ତ୍ରୀ ଏବଂ ସ୍ବାମୀଙ୍କ ମଧ୍ୟରେ ବଚସା ହୋଇଥିଲା । ଆଉ ଝଗଡ଼ା ଏକ ଉଗ୍ର ରୂପ ନେଇଥିଲା । ଆଉ ଏହାପରେ ଏଭଳି କିଛି ହୋଇଥିଲା ।
ଏହି ଝଗଡ଼ା ପରେ ଶୁକଦେବ ତାଙ୍କ ସ୍ତ୍ରୀ କୁନିଙ୍କୁ ପଥରରେ ଛେଚି ଦେଇ ହ-ତ୍ୟା କରିଥିଲେ । ସେ ତାଙ୍କ ପତ୍ନୀଙ୍କୁ ହ-ତ୍ୟା କରି ସକାଳେ ଏହି ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ରାତିରେ ମୃତ ସ୍ତ୍ରୀ ଜଣକ ସହିତ ଶୋଇଥିଲେ ଏହି ବ୍ୟକ୍ତି ଜଣକ । ଏହି ଘଟଣା ବିଷୟରେ ପରିବାରଲୋକ ପୋଲିସ ଥାନାରେ ଜଣାଇ ନଥିଲେ । ଆଉ ଏହି ଘଟଣା ଜଣାପଡିବା ପରେ ପୋଲିସ ସେଠାରେ ପହଞ୍ଚି ଏବେ ତଦନ୍ତ କରୁଛି । ଏବେ ଅଭିଯୁକ୍ତ ସ୍ବାମୀ ଜଣଙ୍କୁ ଏବେ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।