ଆସିଲା ଭୟଙ୍କର ବାତ୍ୟା ସାବଧାନ ରୁହ ଏହିସବୁ ଜିଲ୍ଲା ଦେଖନ୍ତୁ ଆସିଲା ବଡ଼ ଖବର

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ପାଣିପାଗକୁ ନେଇ ଆସୁଥିବା ଅପଡେଟ ସବୁ ଜାଣି ପାରୁଥିବେ । ଆପଣମାନେ ସମସ୍ତେ ଏବେ ପାଣିପାଗ ବିଷୟରେ କିଛି ଖବର ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏବେ ମାଡି ଆସୁଛି ଏକ ବଡ ବାତ୍ୟା ବୋଲି ସୂଚନା ମିଳିଛି । ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଜାଣନ୍ତୁ ।
ସାବଧାନ ଆଗକୁ ମାଡ଼ି ଆସୁଛି ଏକ ବଡ ବାତ୍ୟା । ଏହି ବାତ୍ୟାରେ ଓଡ଼ିଶାକୁ ରହିଛି ବିପଦ । ଆଉ ସେଥିପାଇଁ ପାଣିପାଗ ବିଶେଷଜ୍ଞ ସତର୍କ ସୂଚନା ଜାରି କରିଛନ୍ତି । ପାଣିପାଗ ବିଶେଷଜ୍ଞ ଏହି ବାତ୍ୟା ପାଇଁ ସତର୍କ ରହିବାକୁ କହିଛନ୍ତି । ଏହି ବାତ୍ୟାର ପ୍ରଭାବ କିଛି ଜିଲ୍ଲାରେ ପଡ଼ିବ ଆଉ କିଛି ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବ ନାହିଁ । ଲଗାଣ ବର୍ଷା ସାଂଗକୁ ଏବେ ଏହି ବାତ୍ୟା ଆସି ଲୋକମାନଙ୍କୁ ଭୟଭୀତ କରାଉଛି । ଲୋକମାନେ ଏହି ଖବର ପାଇ ଏବେ ଭୟଭୀତ ଅଛନ୍ତି । 
ଏହି ବଡ ବାତ୍ୟା ଏବେ ମାଡ଼ି ଆସୁଛି ଆଉ ଓଡ଼ିଶାର ଅନେକ ସ୍ଥାନରେ ସେ କ୍ଷୟକ୍ଷତି କରାଇପାରେ । ସେଥିପାଇଁ ପାଣିପାଗ ବିଶେଷଜ୍ଞ ଏନେଇ ସତର୍କ ସୂଚନା ଜାରି କରିଛନ୍ତି । ସାରା ଦେଶରେ ମୌସୁମୀ ସକ୍ରିୟ ରହିଛି । ଏହି କାରଣରୁ ଦେଶର ସବୁ ରାଜ୍ୟରେ ବର୍ଷା ହେଉଛି । ଏହାରି ଭିତରେ ଖବର ଆସିଛି କି ଆଗାମୀ ଦିନରେ କେରଳ ଉପକୂଳରେ ଅନେକ ସାମୁଦ୍ରିକ ଝଡ ସୃଷ୍ଟି ହୋଇପାରେ । ଏହି ବାତ୍ୟା ଅକ୍ଟୋବର ମାସରୁ ନଭେମ୍ବର ମାସ ଭିତରେ କେରଳ ଛୁଇଁପାରେ । 
ପଶ୍ଚିମ ଉପକୂଳରେ ଅଗଷ୍ଟରୁ ସେପ୍ଟେମ୍ବର ମାସ ଭିତରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ସୂଚନା ମିଳିଛି । ଆଜି ପ୍ରବଳ ବର୍ଷା ପାଇଁ ବରଗଡ, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ଏବଂ ନବରଙ୍ଗପୁର ଏହି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପ୍ରବଳ ବର୍ଷା ପାଇଁ ୨୯ ତାରିଖରେ ୩ ଜିଲ୍ଲା ଏବଂ ୩୦ ତାରିଖରେ ୫ ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି ହୋଇଛି ।