Movie prime

ଆଜି ସନ୍ଧ୍ୟା ସୁଦ୍ଧା ଭୟଙ୍କର ଝଡ଼ ତୋଫାନ ୬ ଜିଲ୍ଲାକୁ ଥରାଇବ ବଜ୍ରପାତ...!

 
Bb
ଏବେ ପାଣିପାଗ ବିଷୟରେ ଅନେକ ଖବର ଆପଣମାନେ ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଣିପାଗ ସମ୍ବନ୍ଧୀୟ ଖବର ପାଇବା ସହ କେଉଁ ଜିଲ୍ଲାରେ ବର୍ଷା ହେବ ଆଉ କେଉଁ ଜିଲ୍ଲାରେ ବର୍ଷା ହେବ ନାହିଁ ତାହା ଜାଣିପାରିବେ । ପୁଣି ତାଣ୍ଡବ ରଚିବ କାଳବୈଶାଖୀ ବର୍ଷା । ଦିନ ବେଳେ ଖରା ପ୍ରବଳ ମାତ୍ରାରେ ରହିବ ଆଉ ସନ୍ଧ୍ୟା ସମୟରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଏବେ ଆଞ୍ଚଳିକ ପାଣିପାଗ ବିଭାଗ ଦେଇଛି ଅନେକ ଖବର । 
Vv
ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ସନ୍ଧ୍ୟା ସମୟରେ ବର୍ଷା ହେବ । ସନ୍ଧ୍ୟା ସମୟରେ କାଳବୈଶାଖୀ ବର୍ଷା ହେବ । ଆଉ ଏବେ ଏହି ବର୍ଷା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ୬ ଜିଲ୍ଲାକୁ ଆର୍ଲଟ ଜାରି କରିଛି । ଏହି ୬ ଜିଲ୍ଲାରେ ବର୍ଷା ବହୁତ ପରିମାଣରେ ହେବ ବୋଲି ଏବେ ଖବର ଆସିଛି । ପୁଣି ବଦଳିବ ଆକାଶର ରଙ୍ଗ । ଦିନ ଥାଉ ଥାଉ ମାଡ଼ି ଆସିବ କିଟକିଟ ଅନ୍ଧାର । ଆଉ ପାଗ ଏବେ ପ୍ରବଳ ଖରା ହେଉଛି । ପୁରା ରାଜ୍ୟରେ ଏବେ ଗ୍ରୀଷ୍ମ ପାଗ ରହିଛି । 
Bb
ଗ୍ରୀଷ୍ମ ଯୋଗୁଁ ଅନେକ ଲୋକ ଅନେକ କିଛି କ୍ଷତି ସହିବା ସହ ଲୋକମାନେ ଡହଳ ବିକଳ ହେଉଛନ୍ତି । ମେଘ ହଠାତ୍ ସନ୍ଧ୍ୟା ସମୟରେ ମାଡ଼ି ଆସିବ । ଚାହୁଁ ଚାହୁଁ ମାଡ଼ି ଆସିବ ବର୍ଷା ଆଉ ଏହି ବର୍ଷାରେ ଅନେକ କିଛି କ୍ଷତି ହେବ ବୋଲି ସୂଚନା ମିଳିଛି । ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ଏହି ୬ ଜିଲ୍ଲାରେ ବିଜୁଳି ଘଡଘଡି ସହ ପବନ ଆଉ ବର୍ଷା ହେବ ବୋଲି ସୂଚନା ମିଳିଛି । ଏବେ ଏହି ବର୍ଷା ଅନେକ କିଛି ନଷ୍ଟ କରିବ ବୋଲି ସୂଚନା ମିଳୁଛି ।
କେତେବେଳେ କଣ ହେବ ତାହା କହି ହେଉନାହିଁ ।ବର୍ଷାରେ ଭିଜିବ ଓଡ଼ିଶା । ବଡ ବଡ ଗଛ ରାସ୍ତାରେ ଉପୁଡ଼ି ପଡ଼ିବ ଆଉ ଏହି ୬ ଜିଲ୍ଲାକୁ ହାଇ ଆଲର୍ଟ ଜାରି କରାଯାଇଛି । ଆଜି ଏହି ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ଦିଆଯାଇଛି । ଏହି ୬ ଜିଲ୍ଲା ହେଉଛି, କଟକ, ଜଗତସିଂହପୁର, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲା । ଏହି ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ହେବ ବୋଲି ସୂଚନା ମିଳିଛି । ଆଗାମୀ ଚାରି ରୁ ପାଞ୍ଚଦିନ ମଧ୍ୟରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି ।

Around The Web